ETV Bharat / city

Odisha Police Wins First Prize At NCRB Conference: ICJS Project ପାଇଁ ସର୍ବଭାରତୀୟ ସ୍ତରରେ ଓଡିଶା ପୋଲିସ ପ୍ରଥମ

author img

By

Published : Dec 16, 2021, 9:37 PM IST

ଓଡିଶା ପୋଲିସକୁ ସର୍ବ ଭାରତୀୟସ୍ତରେ ମିଳିଲା ଆଉ ଏକ ସଫଳତା । ଇଣ୍ଟର ଅପରେବୁଲ କ୍ରିମିନାଲ ଜଷ୍ଟିସ ସିଷ୍ଟମ(Inter operable Criminal Justice System) ପ୍ରକଳ୍ପ କାର୍ଯ୍ୟକାରୀତା କ୍ଷେତ୍ରରେ ଓଡିଶା ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ଅଧିକ ପଢନ୍ତୁ

Awards for ICJS project
Awards for ICJS project

କଟକ : ଓଡିଶା ପୋଲିସକୁ ସର୍ବ ଭାରତୀୟସ୍ତରେ ମିଳିଲା ଆଉ ଏକ ସଫଳତା । ଇଣ୍ଟର ଅପରେବୁଲ କ୍ରିମିନାଲ ଜଷ୍ଟିସ ସିଷ୍ଟମ(Inter operable Criminal Justice System) ପ୍ରକଳ୍ପ କାର୍ଯ୍ୟକାରୀତା କ୍ଷେତ୍ରରେ ଓଡିଶା ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି ।

Awards for ICJS project: ସର୍ବଭାରତୀୟ ସ୍ତରରେ ଓଡିଶା ପୋଲିସ ପ୍ରଥମ

ଏହି କ୍ଷେତ୍ରରେ ଦ୍ବିତୀୟ ସ୍ଥାନରେ ଯୁଗ୍ମ ଭାବେ ଉତ୍ତର ପ୍ରଦେଶ ଓ ଛତିଶଗଡ ଥିବା ବେଳେ ତୃତୀୟ ସ୍ଥାନରେ ରହିଛି ମଧ୍ୟ ପ୍ରଦେଶ ।

ଏନେଇ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (NCRB) ପକ୍ଷରୁ ଘୋଷଣା ହୋଇଛି ।

  • Awards for states for best implementation of ICJS project- Pillar name : Forensic were also announced today in the Conference of Good practices in CCTNS/ICJS.
    1. 1st position - Odisha
    2. 2nd position (jointly) - Chhattisgarh and Uttar Pradesh
    3. 3rd position - Madhya Pradesh pic.twitter.com/jX151IfuQl

    — NCRB (@NCRBHQ) December 16, 2021 " class="align-text-top noRightClick twitterSection" data=" ">

ଏହି ସଫଳତା ଜଣାପଡିବା ପରେ State Crime Records Bureau (SCRB) ଓ ରାଜ୍ୟ ଫୋରେନସିକ ସାଇନ୍ସ ଲାବୋରେଟୋରୀ (State Forensic Science Laboratory) କୁ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ । ଏହାସହ ନିଜ ଖୁସି ବ୍ୟକ୍ତ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.