ETV Bharat / city

Cooch Behar Trophy: ୨୨ ଜଣିଆ ଓଡିଶା ଦଳ ଘୋଷଣା, ଶ୍ରେଷ୍ଠ ସିଂଙ୍କୁ ନେତୃତ୍ବ

author img

By

Published : Nov 5, 2021, 6:41 PM IST

Updated : Nov 5, 2021, 8:46 PM IST

ମଧ୍ୟପ୍ରଦେଶ ଇନ୍ଦୋରରେ ଆସନ୍ତା ୨୯ ତାରିଖରେ ହେବାକୁ ଥିବା U-19 କୁଚ୍‌ ବେହାର ଟ୍ରଫି ପାଇଁ ଘୋଷଣା ହୋଇଛି 19ବର୍ଷରୁ କମ ଓଡ଼ିଶା କ୍ରିକେଟ ଟିମ୍ । ଅଧିକ ପଢନ୍ତୁ...

OCA announced 22 member U-19 squad for cooch behar trophy 2021
Cooch Behar Trophy: ୨୨ ଜଣିଆ ଓଡିଶା ଦଳ ଘୋଷଣା, ଶ୍ରେଷ୍ଠ ସିଂଙ୍କୁ ନେତୃତ୍ବ

କଟକ: କୁଚ୍‌ ବେହାର ଟ୍ରଫି ପାଇଁ ଘୋଷଣା ହେଲା 22 ଜଣିଆ ଓଡିଶା ଦଳ । ମଧ୍ୟ ପ୍ରଦେଶ ଇନ୍ଦୋରରେ ଆସନ୍ତା ୨୯ ତାରିଖରେ ହେବାକୁ ଥିବା U-19 କୁଚ୍‌ ବେହାର ଟ୍ରଫି ପାଇଁ ଘୋଷଣା ହୋଇଛି 19ବର୍ଷରୁ କମ ଓଡ଼ିଶା କ୍ରିକେଟ ଟିମ୍ । ଶ୍ରେଷ୍ଠ ସିଂଙ୍କ ନେତୃତ୍ବରେ ଟିମ ଓଡିଶା ଏହି ଟ୍ରଫି ଖେଳିବ ଟିମ୍।

ଦଳରେ ମୋଟ ୨୨ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି । ଓଡ଼ିଶା ଟିମ ଆସନ୍ତା ୨୧ ତାରିଖ ଦିନ ଇନ୍ଦୋର ଅଭିମୁଖେ ଯାତ୍ରା କରିବ। ସେଠାରେ ୫ ଦିନ କ୍ବାରେଣ୍ଟାଇନରେ ରହିବେ । ଆସନ୍ତା ନଭେମ୍ବର ୨୯ ତାରିଖରୁ ୨ ଡିସେମ୍ବର ପର୍ଯ୍ୟନ୍ତ ଓଡ଼ିଶାର ପ୍ରଥମ ମ୍ୟାଚ୍‌ ବିଦର୍ଭ ସହ ରହିଥିବା ବେଳେ ୬ ଡିସେମ୍ବର ରୁ ୯ ଡିସେମ୍ବର ପର୍ଯ୍ୟନ୍ତ ଆସାମ, ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ ପଞ୍ଜାବ, ୨୦ ରୁ ୨୩ ତାରିଖ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ଓ ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ସହ ମ୍ୟାଚ୍ ଖେଳିବ ଓଡ଼ିଶା ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌ ଇଟିଭି ଭାରତ

Last Updated : Nov 5, 2021, 8:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.