ETV Bharat / city

କମିଶନରେଟ ପୋଲିସ ଏନକାଉଣ୍ଟରରେ ଆହତ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁ - ଶେଖ୍ ବାବୁ

କମିଶନରେଟ ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁ ଆହତ । ଅଧିକ ପଢନ୍ତୁ...

କମିଶନରେଟ ପୋଲିସ ଏନକାଉଣ୍ଟରରେ ଆହତ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁ

author img

By

Published : Apr 29, 2021, 10:47 PM IST

କଟକ: କମିଶନରେଟ ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁ ଆହତ । ବାବୁର ବାମ ଗୋଡ଼ରେ ବାଜିଛି ଗୁଳି। ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାବୁ ନାଁରେ କଟକର ବିଭିନ୍ନ ଥାନାରେ ରହିଛି ୨୧ଟି ମାମଲା ।

କମିଶନରେଟ ପୋଲିସ ଏନକାଉଣ୍ଟରରେ ଆହତ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁ
କମିଶନରେଟ ପୋଲିସ ଏନକାଉଣ୍ଟରରେ ଆହତ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁ

ଏକ ବର୍ଷ ବ୍ୟବଧାନ ପରେ କଟକରେ ହୋଇଛି ଏନକାଉଣ୍ଟର । ପୋଲିସ ଏନକାଉଣ୍ଚରରେ ଅପରାଧୀ ବାବୁର ବାମ ଆଣ୍ଠୁରେ ଗୁଳି ବାଜିଛି । ବାବୁର ଚିକିତ୍ସା ପାଇଁ ବଡ଼ ମେଡ଼ିକାଲକୁ ନିଆଯାଇଛି ।

ବାବୁ ବିରୋଧରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ଆପରାଧିକ ମାମଲା ରହିଛି । ଦୁର୍ଦାନ୍ତ ଅପରାଧୀ ସକିଲର ଘନିଷ୍ଟ ସହଯୋଗୀ ସେକ ବାବୁ । ପୋଲିସ ସୂଚନା ଅନୁଯାୟୀ ବାବୁ ଅପରାଧିକ ଷଡଯନ୍ତ୍ର ରଚୁଥିବା ଖବର ପାଇ ପୋଲିସ ବାରଙ୍ଗ ଅଞ୍ଚଳରେ ରେଡ଼ କରିଥିଲା । ଏହି ସମୟରେ ବାବୁ ପୋଲିସ ଉପରକୁ ଗୁଳି ଚଳାଇଥିଲା । ବାବୁକୁ କାବୁ କରିବା ପାଇଁ ପୋଲିସ ଏନକାଉଣ୍ଟର କରିଥିଲା । ତେବେ ଏହି ଘଟଣାରେ ଦୁଇ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ବାବୁ ନିକଟରୁ ଗୋଟିଏ ବନ୍ଧୁକ,ଗୋଟିଏ ଅଫୁଟା ଗୁଳି ଓ ଗୋଟିଏ ସ୍କୁଟି ଜବତ କରିଛି ପୋଲିସ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.