ETV Bharat / city

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଖବର ମିଛ: ବୋର୍ଡ - ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ

ଭାଇରାଲ ହୋଇନି ମାଟ୍ରିକ ପ୍ରଶ୍ନପତ୍ର । ସ୍ପଷ୍ଟୀକରଣ ରଖିଲେ ବୋର୍ଡ ସଭାପତି । ଜାଣିଶୁଣି କେହି ପ୍ରଶ୍ନପତ୍ର ଭାଇରାଲ କରିଥିବା ନେଇ ମଧ୍ୟ ବୋର୍ଡ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଖବର ମିଛ: ବୋର୍ଡ

author img

By

Published : Feb 19, 2020, 6:52 PM IST

Updated : Feb 19, 2020, 8:17 PM IST

କଟକ: ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ କୌଣସି ପ୍ରଶ୍ନପତ୍ର ଭାଇରାଲ ହୋଇନଥିବା ବୋର୍ଡ ସ୍ପଷ୍ଟ କରିଛି । ଭାଇରାଲ ସମ୍ପର୍କିତ ଯେଉଁ ଖବର ଗଣମାଧ୍ୟମରେ ପ୍ରଚାର ହେଉଥିଲା ତାହାକୁ ଭୁଲ ବୋଲି କହିଛି ବୋର୍ଡ । ଭାଇରାଲ ପ୍ରଶ୍ନପତ୍ର ସହ ଆଜିର ପ୍ରଶ୍ନପତ୍ର ମିଶାଯାଇଥିଲା । ହେଲେ ଏହା ଆଜିର ପ୍ରଶ୍ନପତ୍ର ସହ ମିଶି ନାହିଁ। ତେଣୁ କୌଣସି ଗୋଟିଏ ବି ପ୍ରଶ୍ନପତ୍ର ମିଶିନଥିବାବେଳେ, ଜାଣିଶୁଣି କେହି ଏଭଳି ପ୍ରଶ୍ନପତ୍ରକୁ ଭାଇରାଲ କରିଥିବା କହିଛନ୍ତି ବୋର୍ଡ ସଭାପତି । ଆଗକୁ ଏଭଳି ନ କରିବାକୁ ମଧ୍ୟ ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଛି । ଏହାଦ୍ୱାରା ଅଭିଭାବକ ତଥା ପରୀକ୍ଷାର୍ଥୀମାନଙ୍କ ଉପରେ ପ୍ରଭାବ ପକାଇବ ବୋଲି ବୋର୍ଡ ସଭାପତି କହିଛନ୍ତି।

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଖବର ମିଛ: ବୋର୍ଡ

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Feb 19, 2020, 8:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.