ETV Bharat / city

ଅମାନିଆଙ୍କୁ ଦେହସୁହା ଫାଇନ, କଟକରେ କଟିଲା ହଜାରରୁ ଉର୍ଦ୍ଧ୍ବ ଚାଲାଣ

author img

By

Published : Jul 29, 2020, 12:44 AM IST

ସାରା ରାଜ୍ୟରେ କୋରୋନା ସଂକ୍ରମଣରୁ ମୁକ୍ତି ପାଇଁ ଜାରି ରହିଛି କଟକଣା । ଏମିତିରେ କେବଳ ଜରୁରୀକାଳୀନ ସେବା ଓ ଅତ୍ୟାବଶ୍ୟକୀୟ କ୍ଷେତ୍ରରେ ପରିବହନ ପାଇଁ ଅନୁମତି ମିଳିଥିଲେ ସୁଦ୍ଧା ପ୍ରାୟ ପ୍ରତ୍ୟେକ ଭାଙ୍ଗୁଛି ନିୟମ । ସିଲଭର ସିଟିରେ ମଧ୍ୟ ଇତିମଧ୍ୟରେ ବଢିଚାଲିଛି ଅମାନିଆଙ୍କ ଦୌରାତ୍ମ୍ୟ ।

corona rule violation in cuttack, cuttack latest news, fine registration in cuttack, rule violators in cuttack, corona situation in cuttack, ଅମାନିଆଙ୍କ ରାଜ, କଟକରେ କୋରୋନା ସ୍ଥିତି, କଟକରେ କଟକଣା ଭଙ୍ଗ, କଟକରେ ଫାଇନ ଆଦାୟ, କଟକ ଲାଟେଷ୍ଟ ନ୍ୟୁଜ୍‌
ଅମାନିଆଙ୍କୁ ଦେହସୁହା ଫାଇନ, କଟକରେ କଟିଲା ହଜାରରୁ ଉର୍ଦ୍ଧ୍ବ ଚାଲାଣ

କଟକ: ସାରା ରାଜ୍ୟରେ କୋରୋନା ସଂକ୍ରମଣରୁ ମୁକ୍ତି ପାଇଁ ଜାରି ରହିଛି କଟକଣା । ଏମିତିରେ କେବଳ ଜରୁରୀକାଳୀନ ସେବା ଓ ଅତ୍ୟାବଶ୍ୟକୀୟ କ୍ଷେତ୍ରରେ ପରିବହନ ପାଇଁ ଅନୁମତି ମିଳିଥିଲେ ସୁଦ୍ଧା ପ୍ରାୟ ପ୍ରତ୍ୟେକ ଭାଙ୍ଗୁଛି ନିୟମ । ଅମାନିଆଙ୍କୁ ଏବେ ତଣ୍ଡ ଗଣିବା ଏକପ୍ରକାର ଦେହସୁହା ହୋଇଯାଇଥିବା ଦେଖାଯାଉଛି । ସିଲଭର ସିଟିରେ ମଧ୍ୟ ଇତିମଧ୍ୟରେ ବଢିଚାଲିଛି ଅମାନିଆଙ୍କ ଦୌରାତ୍ମ୍ୟ ।

ଏମିତିରେ ଅମାନିଆଙ୍କ ମନମାନି ଯୋଗୁଁ କଟକରେ ଦୈନିକ ଏପରି ଦୃଶ୍ୟ ସାମ୍ନାକୁ ଆସୁଛି । ଯାହା ବର୍ତ୍ତମାନ ପୋଲିସ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି । ସୂଚନା ମୁତାବକ କେବଳ ମଙ୍ଗଳବାର ଜିଲ୍ଲାର ସମସ୍ତ ଚେକିଂ ଓ ବ୍ଳକିଂ ପଏଣ୍ଟରେ ଚେକିଂ ସମୟରେ 649 ବାଇକ ଆରୋହୀ ଚାଲାଣ କାଟିଥିବା ଜଣା ପଡିଛି । ଏହାସହ ବିନା ମାସ୍କରେ 411 ଜଣ ତଣ୍ଡ ଗଣିଥିବା ବେଳେ ସମାଜିକ ଦୂରତ୍ବ ଆଇନ ଭଙ୍ଗ କରି 1245 ଜଣ ଦେଇଛନ୍ତି ଫାଇନ ।

ଗୋଟିଏପଟେ କଟକରେ କୋରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଥିବା ବେଳେ କେବେ ସୁଧୁରିବ ପରିସ୍ଥିତି ଓ କେବେ ସୁଧୁରିବେ ସାଧାରଣ ଜନତା ତାକୁ ହିଁ ଅପେକ୍ଷା ।

କଟକରୁ ପ୍ରଭୂ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.