ETV Bharat / city

ଆରମ୍ଭ ହେଲା ଟ୍ରାଫିକ ସଚେତନତା ରଥ

author img

By

Published : Sep 12, 2019, 5:26 PM IST

ନୂଆ ମୋଟରଯାନ ଆଇନର ନିୟମ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ବିଭିନ୍ନ ସ୍ଥାନରେ ବୁଲୁଛି ସଚେତନତା ରଥ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଚଳିତ ମାସରୁ ଦେଶରେ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିବା ନୂଆ ମୋଟରଯାନ ଆଇନକୁ ରାଜ୍ୟ ସରକାର କିଛି ଦିନ ପାଇଁ କୋହଳ କରିଥିଲେ ମଧ୍ୟ ଆଗକୁ ଯେମିତି ସୂଚାରୁ ରୂପେ କାର୍ଯ୍ୟକାରୀ ହୋଇପାରିବ ସେଥିପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ନୂଆ ଆଇନରୁ 3ମାସ ଆଶ୍ବସ୍ତି ମିଳିଥିଲେ ମଧ୍ୟ ଯେମିତି ସାଧାରଣ ଲୋକେ ପରବର୍ତ୍ତୀ ସମୟରେ କୌଣସି ସମସ୍ୟା ନଭୋଗିବେ ସେଥିପାଇଁ ଆଜି କମିଶନରେଟ ପୋଲିସ ଟ୍ରାଫିକ ରଥ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏହି ରଥରେ ଟ୍ରାଫିକ ନିୟମ ଓ ନୂଆ ଆଇନ ସମ୍ବନ୍ଧୀୟ ସମସ୍ତ ସୂଚନା ଓ ଫଟୋ ରହିଛି । ଏହି ସଚେତନତା ରଥ ସମସ୍ତ ସହର ଓ ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ସଚେତନ କରିବ । ଆଜି ଏହି ସଚେତନତା ରଥକୁ ଟ୍ରାଫିକ ଡିସିପି ସାଗରିକା ନାଥ ସବୁଜ ପତକା ଦେଖାଇ ଉଦଘାଟନ କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଟ୍ରାଫିକ ନିୟମ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବ ସଚେତନ ରଥ।ଏହି ରଥ ସହରର ଅନେକ ସ୍ଥାନକୁ ଯାଇ ଲୋକଙ୍କୁ ସଚେତନ କରାଇବ। ଏହି ରଥରେ ଟ୍ରାଫିକ ସମ୍ବଦ୍ଧିୟ ସମସ୍ତ ତଥ୍ୟ ଫଟୋ ମାଧ୍ୟମରେ ଦର୍ଶାଯାଇଛି।ସେହିପରି ଟ୍ରାଫିକ ନିୟମ ବିଷୟରେ ଏହି ରଥ ରେ, ଡାକବାଜି ଯନ୍ତ୍ର ମାଧ୍ୟମରେ ମଧ୍ୟ ପ୍ରଚାର କରାଯାଉଛି।ସହରର ସମସ୍ତ ସାହି ତଥା ବିଭିନ୍ନ ସ୍ଥାନକୁ ବୁଲି ଲୋକମାନଙ୍କୁ ସଚେତନ କରାଇବ ଏହି ରଥ।ଟ୍ରାଫିକ ଡିସିପି ନୀଳ ପତାକା ହଲାଇ ଏହାକୁ ଉଦ୍ଘାଟନ କରିଛନ୍ତି।ତେବେ ଏହି ମାଧ୍ୟମରେ ଲୋକମାନେ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନ ହେବେ ବୋଲି ଟ୍ରାଫିକ ଡିସିପି କହିଛନ୍ତି।

ବାଇଟ - ସାଗରିକା ନାଥ,ଟ୍ରାଫିକ ଡିସିପି।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.