ETV Bharat / city

କଟକରେ ହେବ ନୂଆ ସିଡିଏ, ଚାଲିଛି ବାଲି ପୋତା କାମ

author img

By

Published : Dec 13, 2019, 7:15 PM IST

କଟକ ସହରରେ ହେବ ନୂଆ ସିଡିଏ । ବାଲିଯାତ୍ରା ପଡିଆ ଠାରୁ ଯୋବ୍ରା ପର୍ଯ୍ୟନ୍ତ ଖାଲ ସ୍ଥାନ ଗୁଡିକୁ ବାଲି ପକାଯାଇ ପୋତାଯାଉଛି । ଏନେଇ ନଗର ଉନୟନ ମନ୍ତ୍ରୀ ଶୁକ୍ରବାର ସମୀକ୍ଷା କରିଛନ୍ତି । ଅଧିକ ଖବର ପଢନ୍ତୁ...

new cda in ctc
କଟକରେ ହେବ ନୂଆ ସିଡ଼ିଏ !

କଟକ: ସହରରେ ହେବ ନୂଆ ସିଡ଼ିଏ । ବାଲିଯାତ୍ରା ପଡିଆରୁ ଯୋବ୍ରା ପର୍ଯ୍ୟନ୍ତ ଥିବା ୪ଶହ ଏକର ଜମିରେ ଏହା ନିର୍ମାଣ ହେବ । ଏଥିପାଇଁ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି । ବାଲିଯାତ୍ରା ପଡିଆ ଠାରୁ ଯୋବ୍ରା ପର୍ଯ୍ୟନ୍ତ ଖାଲ ସ୍ଥାନ ଗୁଡିକୁ ବାଲି ପକାଯାଇ ପୋତାଯାଉଛି । ଏନେଇ ନଗର ଉନୟନ ମନ୍ତ୍ରୀ ଶୁକ୍ରବାର ସମୀକ୍ଷା କରିଛନ୍ତି ।

କଟକରେ ହେବ ନୂଆ ସିଡ଼ିଏ,ଚାଲିଛି ବାଲି ପୋତା କାମ

ବାଲିଯାତ୍ରା ଠାରୁ ଯୋବ୍ରା ପର୍ଯ୍ୟନ୍ତ ଏହି ସ୍ଥାନ ଗୁଡିକୁ ବୁଲି ଏହାର ସୌନ୍ଦର୍ଯ୍ୟକରଣ ଉପରେ ଆଲୋଚନା କରାଯାଇଛି । ଏହି ଅବସରରେ କଟକ ଜିଲ୍ଳାପାଳ, ଉପଜିଲ୍ଲାପାଳ, ସିଏମସି କମିଶନର ମଧ୍ୟ ଉକ୍ତସ୍ଥାନକୁ ଯାଇ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ବାଲି ପକାଯାଇ ସ୍ଥାନ ସମତଳ ପରେ ଏହାର ଉନ୍ନତିକରଣ କରାଯିବ।

ଉନ୍ନତୀକରଣ ସ୍ଥାନରେ ସ୍ପୋର୍ଟସ କମ୍ପ୍ଲେକ୍ସ, ୱାଟର କମ୍ପ୍ଲେକ୍ସ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ, କିଛି ଆବାସିକ, ଏସସିବିର ଦ୍ବିତୀୟ କ୍ୟାମ୍ପସ ଆଦି ନିର୍ମାଣ କରାଯିବ। ତେବେ କଟକର ସିଡ଼ିଏ ଅଞ୍ଚଳ ଭଳି ଏହାକୁ ନିର୍ମାଣ କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ସହରରେ ହେବ ନୂଆ ସିଡ଼ିଏ।ବାଲିଯାତ୍ରା ପଡ଼ିଆରୁ ଯୋବ୍ରା ପର୍ଯ୍ୟନ୍ତ ଥିବା ୪ଶହ ଏକର ଜମିରେ ଏହା ନିର୍ମାଣ ହେବ।ଏଥିପାଇଁ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି।ବାଲିଯାତ୍ରା ପଡିଆ ଠାରୁ ଯୋବ୍ରା ପର୍ଯ୍ୟନ୍ତ ଖାଲ ସ୍ଥାନ ଗୁଡିକୁ ବାଲି ପକାଯାଇ ପୋତା ଯାଉଛି।ଏନେଇ ନଗର ଉନୟନ ମନ୍ତ୍ରୀ ଆଜି ସମୀକ୍ଷା କରିଛନ୍ତି।ବାଲିଯାତ୍ରା ଠାରୁ ଯୋବ୍ରା ପର୍ଯ୍ୟନ୍ତ ଏହି ସ୍ଥାନ ଗୁଡିକୁ ବୁଲି ଏହାର ସୌନ୍ଦର୍ଯ୍ୟ କରଣ ଉପରେ ଆଲୋଚନା କରିଛନ୍ତି।ଏହି ଅବସରରେ କଟକ ଜିଲ୍ଳାପାଳ, ଉପଜିଲ୍ଲାପାଳ,ସିଏମସି କମିଶନର ମଧ୍ୟ ଉକ୍ତ ସ୍ଥାନକୁ ଯାଇ କାର୍ୟ ର ସମୀକ୍ଷା କରିଛନ୍ତି।ତେବେ ବାଲି ପକାଯାଇ ଉକ୍ତ ସ୍ଥାନ କୁ ସମତଳ କରାଯିବା ପରେ ଏହାର ଉନ୍ନତି କରାଯିବ।
ଏହି ସ୍ଥାନରେ ସ୍ପୋର୍ଟସ କମ୍ପ୍ଲେକ୍ସ, ୱାଟର କମ୍ପ୍ଲେକ୍ସ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ, କିଛି ଆବାସିକ,ଏସସିବି ର ଦ୍ୱିତୀୟ କ୍ୟାମ୍ପସ ଆଦି ନିର୍ମାଣ କରାଯିବ।ତେବେ କଟକ ର ସିଡ଼ିଏ ଅଞ୍ଚଳ ଭଳି ଏହାକୁ ନିର୍ମାଣ କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି।

ବାଇଟ - ପ୍ରତାପ ଜେନା,ନଗର ଉନ୍ନୟନ ମନ୍ତ୍ରୀ।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.