ETV Bharat / city

ଥୋରିଆ ସାହି ବାଳିକା ଉଚ୍ଚ ବିଦ୍ୟାଳୟ ବିଦ୍ୟୁତ୍‌ ନଥିବା ଘଟଣା; ଖବର ପ୍ରସାରଣ ପରେ ପ୍ରତିକ୍ରିୟା ରଖିଲେ ବିଧାୟକ

କଟକ ଥୋରିଆ ସାହି ବାଳିକା ଉଚ୍ଚ ବିଦ୍ୟାଳୟରେ ବିନା ବିଦ୍ୟୁତରେ ପାଠପଢା ହେଉଥିବା ଖବର ଇଟିଭି ଭାରତରେ ପ୍ରସାରଣ ପରେ ପ୍ରତିକ୍ରିୟା ରଖିଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ । ସ୍କୁଲରେ ବିଦ୍ୟୁତ ନଥିବା ଘଟଣାକୁ ସେ ଦୃଢ ଭାବରେ ନିନ୍ଦା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Oct 30, 2019, 11:18 PM IST

କଟକ: ଥୋରିଆ ସାହି ବାଳିକା ଉଚ୍ଚ ବିଦ୍ୟାଳୟରେ ବିନା ବିଦ୍ୟୁତରେ ପାଠପଢା ହେଉଥିବା ଖବର ଇଟିଭି ଭାରତରେ ପ୍ରସାରଣ ପରେ ପ୍ରତିକ୍ରିୟା ରଖିଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ । କଟକ ଭଳି ଗୁରୁତ୍ବପୂର୍ଣ୍ଣ ସହରରେ ଥିବା ସ୍କୁଲରେ ବିଦ୍ୟୁତ ନଥିବା ଘଟଣାକୁ ଦୃଢ ଭାବରେ ନିନ୍ଦା କରିଛନ୍ତି ସେ ।

ଥୋରିଆ ସାହି ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟୁତ୍‌ ନଥିବା ଘଟଣା; ଖବର ପ୍ରସାରଣ ପରେ ପ୍ରତିକ୍ରିୟା ରଖିଲେ ବିଧାୟକ

ଏହା ଏକ ଦୁଖଦାୟକ ଘଟଣା । ଏଥିପାଇଁ ସେ ଦୁଃଖିତ ଏବଂ ମର୍ମାହତ ଥିବା ମୋକିମ କହିଛନ୍ତି । ରାଜ୍ୟ ସରକାର ‘5ଟି’ କଥା କହୁଥିବାବେଳେ ସଚିବ ମାନେ ବିଭିନ୍ନ ସ୍ଥାନକୁ ଅଚାନକ ଗସ୍ତ କରୁଛନ୍ତି । ଏପରି ସ୍ଥଳେ କଟକ ଭଳି ସହରରେ ଏକ ସ୍କୁଲରେ ବିଦ୍ୟୁତ ନଥିବା ଘଟଣା ଅତି ଲଜ୍ୟାଜନକ ବୋଲି ବିଧାୟକ ଦର୍ଶାଇଛନ୍ତି । ଏହାସହ ଏହି ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ସେ କହିଛନ୍ତି ।

ଅଧିକ ପଢନ୍ତୁ; ୯ ମାସ ଧରି ସ୍କୁଲରେ ନାହିଁ ବିଦ୍ୟୁତ୍‌; ବିଲ୍‌ ହେଲାଣି 14 ଲକ୍ଷ

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ଥୋରିଆ ସାହି ବାଳିକା ଉଚ୍ଚ ବିଦ୍ୟାଳୟ ରେ ବିନା ବିଦ୍ୟୁତ ରେ ପାଠପଢ଼ା ହେଉଥିବା ଖବର ପ୍ରସାରଣ ପରେ ପ୍ରତିକ୍ରିୟା ରଖିଛନ୍ତି କଟକ ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ।କଟକ ଭଳି ଗୁରୁତ୍ୱପୂର୍ଣ୍ଣ ସହରରେ ଥିବା ସ୍କୁଲ ରେ ବିଦ୍ୟୁତ ନଥିବା ଘଟଣା କୁ ଦୃଢ଼ ଭାବରେ ନିନ୍ଦା କରିଛନ୍ତି ବିଧାୟକ।ଏହା ଏକ ଦୁଖଦାୟକ ଘଟଣା।ଏଥି ପାଇଁ ସେ ଦୁଃଖିତ ଏବଂ ମର୍ମାହତ ଥିବା ବିଧାୟକ ମୋକିମ କହିଛନ୍ତି।
ରାଜ୍ୟ ସରକାର ୫ ଟି କଥା କହୁଥିବା ବେଳେ ସଚିବ ମାନେ ବିଭିନ୍ନ ସ୍ଥାନକୁ ଅଚାନକ ଗ୍ରସ୍ଥ କରୁଛନ୍ତି।ତେବେ କଟକ ଭଳି ସହରରେ ଏକ ସ୍କୁଲ ରେ ବିଦ୍ୟୁତ ନଥିବା ଘଟଣା ଅତି ଲଜ୍ୟାଜନକ ବୋଲି ବିଧାୟକ କହିଛନ୍ତି।ତେବେ ଏହି ସମସ୍ୟା ର ତୁରନ୍ତ ସମାଧାନ କରାଯିବ।ନିଜେ ବିଧାୟକ ମଧ୍ୟ ଉକ୍ତ ସ୍କୁଲ ଯାଇ ସମସ୍ୟାର ସାମଧାନ କରିବେ ବୋଲି ବିଧାୟକ କହିଛନ୍ତୁ।

ବାଇଟ - ଇଂ ମହମ୍ମଦ ମୋକିମ,ବିଧାୟକ କଟକ ବାରବାଟୀ।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.