ETV Bharat / city

ବନ୍ଧୁକ ଦେଖାଇ ସୁନା ଦୋକାନରୁ ଲୁଟି ନେଲେ ଲୁଟେରା

author img

By

Published : Feb 11, 2020, 3:02 AM IST

ବାରଙ୍ଗ ଗୋଡିସାହିରେ ଲକ୍ଷ୍ମଣ ଚୌଧୁରୀଙ୍କ ଲଳିତା ଜୁଏଲାରୀ ନାମକ ଏକ ଗହଣା ଦୋକାନରୁ ବନ୍ଧୁକ ମୁନରେ ୧୦୦ ଗ୍ରାମରୁ ଊର୍ଦ୍ଧ ଓଜନର ସୁନା ଗହଣା ଲୁଟି ନେଲେ 6 ଦୁର୍ବୃତ୍ତ। ଅଧିକ ପଢନ୍ତୁ..

ବନ୍ଧୁକ ଦେଖାଇ ସୁନା ଦୋକାନରୁ ଲୁଟି ନେଲେ ଲୁଟେରା
ବନ୍ଧୁକ ଦେଖାଇ ସୁନା ଦୋକାନରୁ ଲୁଟି ନେଲେ ଲୁଟେରା

କଟକ: ବାରଙ୍ଗଥାନା ଅନ୍ତର୍ଗତ ଗୋଡିସାହିରେ ଥିବା ଏକ ଗହଣା ଦୋକାନରୁ ଚୋରି । ବନ୍ଧୁକ ମୁନରେ ୧୦୦ ଗ୍ରାମରୁ ଊର୍ଦ୍ଧ ଓଜନର ସୁନା ଗହଣା ଲୁଟି ନେଲେ 6 ଦୁର୍ବୃତ୍ତ ।

ସୂଚନା ଅନୁଯାୟୀ, ବାରଙ୍ଗ ଗୋଡିସାହିରେ ଲକ୍ଷ୍ମଣ ଚୌଧୁରୀଙ୍କ ଲଳିତା ଜୁଏଲାରୀ ନାମକ ଏକ ଗହଣା ଦୋକାନ ରହିଛି । ଅଚାନକ 6 ଜଣ ଦୁର୍ବୁତ୍ତ ଦୋକାନ ମଧ୍ୟକୁ ପଶି ଆସିଥିଲେ । ପରେ ୪ ଜଣ ଦୋକାନ ମଧ୍ୟରେ ଲୁଟପାଟ ଚଳାଇଥିବାବେଳେ ବାହାରେ ଦୁଇଜଣ ଜଗି ରହିଥିଲେ । ଏହି ସମୟରେ ଘର ମାଲିକଙ୍କ ପୁଅ ଆସିବାରୁ ତାଙ୍କୁ ବନ୍ଧୁକ ମୁନରେ ଧମକାଇ ଚୁପ୍ ରହିବାକୁ କହିଥିଲେ । ଭିତରେ ଥିବା ଦୁର୍ବୁତ୍ତ ପ୍ରାୟ ୨୦ ମିନିଟ ଧରି ଦୋକାନ ମଧ୍ୟରୁ ଲୁଟ୍‌ପାଟ ଚଳାଇଥିଲେ ଓ ଦୋକାନି ମାଲିକ କେବଳ ଦର୍ଶକ ଭଳି ଭୟବିତ ଅବସ୍ଥାରେ ଅନାଇ ରହିଥିଲେ ।

ତେବେ ଦୋକାନ ମାଲିକଙ୍କ କହିବା ଅନୁଯାୟୀ, ଦୁର୍ବୁତ୍ତ ନିଜ ନିଜ ଭିତରେ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ । ପ୍ରାୟ 100 ଗ୍ରାମରୁ ଉର୍ଦ୍ଧ ସୁନା ଓ 7 କେଜି ରୂପା ଲୁଟ୍‌ ହୋଇଥିବା ଦୋକାନ ମାଲିକ ଅଭିଯୋଗ କରିଛନ୍ତି ।

ସୋମବାର ଏହି ଘଟଣାକୁ ନେଇ କଟକ ବାରଙ୍ଗ ଥାନାରେ ସେ ଏତଲା ଦେଇଛନ୍ତି । ଅନ୍ୟପଟେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ ଆରମ୍ଭ କରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro: କଟକ ବାରଙ୍ଗଥାନା ଅନ୍ତର୍ଗତ ଗୋଡିସାହିରେ ଥିବା ଏକ ଗହଣା ଦୋକାନରୁ ଚୋରି। ବନ୍ଧୁକ ମୁନରେ ୧୦୦ ଗ୍ରାମ ରୁ ଊର୍ଦ୍ଧ୍ୱ ଓଜନର ସୁନା ଗହଣା ଲୁଟି ନେଲେ ୬ ଜଣ ଦୁର୍ବୃତ୍ତ ।
ସୂଚନା ଅନୁଯାୟୀ ବାରଙ୍ଗ ଗୋଡିସାହି ରେ ଲକ୍ଷ୍ମଣ ଚୌଧୁରୀ ଙ୍କର ଲଳିତା ଜୁଏଲାରୀ ନାମକ ଏକ ଗହଣା ଦୋକାନ ରହିଛି। ଅଚାନକ ୬ ଜଣ ଦୁର୍ବୁତ୍ତ ଦୋକାନ ମଧ୍ୟକୁ ପଶି ଆସିଥିଲେ। ପରେ ୪ ଜଣ ଦୋକାନ ମଧ୍ୟରେ ଲୁଟପାଟ ଚଳାଇଥିବା ବେଳେ ବାହାରେ ଦୁଇଜଣ ଜଗି ରହିଥିଲେ। ଏହି ସମୟରେ ଘର ମାଲିକଙ୍କ ପୁଅ ଆସିବାରୁ ତାଙ୍କୁ ବନ୍ଧୁକ ମୁନରେ ଧମକାଇ ଚୁପ ରହିବାକୁ କହିଥିଲେ। ଭିତରେ ଥିବା ଦୁର୍ବୁତ୍ତ ମାନେ ପ୍ରାୟ ୨୦ ମିନିଟ ଧରି ଦୋକାନ ମଧ୍ୟରୁ ଲୁଟ ପାତ ଚଳାଇଥିଲେ ଓ ଦୋକାନି ମାଲିକ କେବଳ ଦର୍ଶକ ଭଳି ଭୟବିତ ଅବସ୍ଥାରେ ଅନାଇ ରହିଥିଲେ। ଦୁର୍ବୁତ୍ତ ମାନେ ନିଜ ନିଜ ଭିତରେ ହିନ୍ଦୀରେ କଥାବାର୍ତ୍ତା ହେଉଥିଲେ।ପ୍ରାୟ ୧୦୦ ଗ୍ରାମ ରୁ ଉର୍ଦ୍ଧ ସୁନା ଓ ୭ କେଜି ରୂପା ଲୁଟ ହୋଇଥିବା ଦୋକାନ ମାଲିକ ଅଭିଯୋଗ କରିଛନ୍ତି। ଆଜି ଏହି ଘଟଣାକୁ ନେଇ କଟକ ବାରଙ୍ଗ ଥାନାରେ ଏନେଇ ସେ ଏତଲା ଦେଇଛନ୍ତି। ଅନ୍ୟପଟେ ପୋଲିସ ଏହି ଘଟଣାକୁ ଗୁରୁତ୍ୱର ନେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.