ETV Bharat / city

Matric offline exam: ଆଡ଼ମିଟ କାର୍ଡରୁ ବଞ୍ଚିତ ଛାତ୍ରଛାତ୍ରୀ - ମାଟ୍ରିକ ଅଫଲାଇନ ପରୀକ୍ଷା

ଆସନ୍ତାକାଲି(ଶୁକ୍ରବାର) ମାଟ୍ରିକ ଅଫଲାଇନ ପରୀକ୍ଷା । ହେଲେ କିଛି ଛାତ୍ରଛାତ୍ରୀ ଆଡ଼ମିଟ କାର୍ଡ ପାଇନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

Matric offline exam: ଆଡ଼ମିଟ କାର୍ଡରୁ ବଞ୍ଚିତ ଛାତ୍ରଛାତ୍ରୀ

author img

By

Published : Jul 29, 2021, 8:12 PM IST

କଟକ: ଦିନକ ପରେ ମାଟ୍ରିକ ଅଫଲାଇନ ପରୀକ୍ଷା । ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ବ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଆସନ୍ତାକାଲି(ଶୁକ୍ରବାର) ପରୀକ୍ଷା ଥିବାବେଳେ କିଛି ଛାତ୍ରୀଛାତ୍ରୀଙ୍କୁ ଏ ଯାଏଁ ଆଡ଼ମିଟ କାର୍ଡ ମିଳିନଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ନିଜ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ କୌଣସି ସୁଫଳ ମିଳିନଥିବା ଛାତ୍ରଛାତ୍ରୀ କହିଛନ୍ତି ।

Matric offline exam: ଆଡ଼ମିଟ କାର୍ଡରୁ ବଞ୍ଚିତ ଛାତ୍ରଛାତ୍ରୀ

ବିକଳ୍ପ ବ୍ୟବସ୍ଥା ମୂଲ୍ୟାୟନରେ ଅନେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହୋଇଥିଲେ । ଏଣୁ ସେମାନେ ଅଫଲାଇନ ପରୀକ୍ଷା ପାଇଁ ଫର୍ମଫିଲପ କରିଥିଲେ । ହେଲେ ରାତି ପାହିଲେ ପରୀକ୍ଷା ଥିବାବେଳେ ବିନା ଆଡମିଟ କାର୍ଡରେ କିଭଳି ପରୀକ୍ଷା ଦେବେ, ସେନେଇ ଚିନ୍ତାରେ ଛାତ୍ରଛାତ୍ରୀ । ତେବେ ଏଥିପାଇଁ କିଏ ଦାୟୀ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.