ETV Bharat / city

ପୀଠେ ଅଷ୍ଟମୀ ଓ ମଣ୍ଡପରେ ଚାଲିଛି ମାଆଙ୍କ ସପ୍ତମୀ ପୂଜା

author img

By

Published : Oct 5, 2019, 10:41 AM IST

ଧରାବତରଣ କରିଛନ୍ତି ମାଆ ଜଗତଜନନୀ । ତେବେ ଆଜି ପୂଜା ମଣ୍ଡପରେ ମାଆଙ୍କ ସପ୍ତମୀ ପୂଜା ହେଉଥିବାବେଳେ ପୀଠରେ ଅଷ୍ଟମୀ ପୂଜା ଚାଲିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ: ଚାରିଆଡେ ଏବେ ପାର୍ବଣର ମାହୋଲ । ଧରାବତରଣ କରିଛନ୍ତି ମାଆ ଜଗତଜନନୀ । ତେବେ ଆଜି ପୂଜା ମଣ୍ଡପରେ ମାଆଙ୍କ ସପ୍ତମୀ ପୂଜା ହେଉଥିବା ବେଳେ ପୀଠରେ ଅଷ୍ଟମୀ ପୂଜା ଚାଲିଛି । ମଣ୍ଡପରେ ମହାସପ୍ତମୀ ପୂଜା ଅବସରରେ ମନ୍ତ୍ର ଧ୍ବନୀରେ ଚଉଦିଗ ପ୍ରକମ୍ପିତ ହୋଇଉଠୁଥିବାବେଳେ କଟକ ଗଡ ଚଣ୍ଡୀ ପୀଠରେ ମହାଷ୍ଟମୀ ପୂଜା ଆରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ତେବେ ସେଠାରେ ମାହୋଲ କିଭଳି ରହିଛି, ସେ ନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ...

Intro:ପୂଜା ମଣ୍ଡପ ରେ ସପ୍ତମୀ କିନ୍ତୁ ପୀଠରେ ଅଷ୍ଟମୀ।କଟକ ଗଡ ଚଣ୍ଡୀ ପୀଠରେ କିଭଳି ପରିବେଶ ରହିଛି,ସେନେଇ ଅଧିକ ସୁଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.