ETV Bharat / city

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ, ଦୁଇ ଦିନ ନୁହେଁ ବରଂ ଦୁଇ ମିନିଟରେ କର ସମାଧାନ: ବିଜେପି

author img

By

Published : Sep 8, 2021, 5:32 PM IST

ମା ଦୁର୍ଗା ମୂର୍ତ୍ତି ଉଚ୍ଚତା ନେଇ ରାଜ୍ୟ ସରକାରଙ୍କୁ ଭେଟିଲେ ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟ। ହେଲେ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ଆସିପାରିଲାନି। ବର୍ଷିଲା ବିଜେପି । ଅଧକ ପଢନ୍ତୁ...

ମାଆ ଦୁର୍ଗା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ, ଦୁଇ ଦିନ ନୁହେଁ ବରଂ ଦୁଇ ମିନିଟରେ କର ସମାଧାନ: ବିଜେପି

କଟକ: ମା ଦୁର୍ଗା ମୂର୍ତ୍ତି ଉଚ୍ଚତା ନେଇ ରାଜ୍ୟ ସରକାରଙ୍କୁ ଭେଟିଲେ ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟ। ହେଲେ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ଆସିପାରିଲାନି। ଆଉ ଦୁଇ ଦିନ ପରେ ଆସିବ ନିଷ୍କର୍ଷ। ହେଲେ ଏହି ଦିଗରେ ସରକାରଙ୍କ ଅପାରଗତା ସ୍ପଷ୍ଟ ବାରି ହୋଇ ପଡୁଛି ବୋଲି କହିଛି ବିଜେପି।

ଦୁର୍ଗା ମଣ୍ଡପ ସାମ୍ନାରେ ଧାରଣା ଦେଇ ଏପରି ସ୍ପଷ୍ଟୀକରଣ ରଖିଛି ବିଜେପି ମହିଳା ମୋର୍ଚ୍ଚା । ଦୁଇ ଦିନ ନୁହେଁ ବରଂ ଦୁଇ ମିନିଟରେ ଏହି ସମସ୍ୟାର ସମାଧାନ କରିବାକୁ ହେବ ବୋଲି ଦାବି କରିଛି ବିଜେପି। କାରଣ ମା’ ଦୁର୍ଗା ପ୍ରତିଟି କଟକବାସୀଙ୍କ ଭାବାବେଗ ସହ ଜଡିତ । ସରକାରଙ୍କ ନୀରବତା କଟକିଆଙ୍କୁ ଅତିଷ୍ଠ କରୁଛି ବୋଲି ଦାବି କରିଛି ବିଜେପି। ଏହାସହ ଏହି ସମସ୍ୟାର ସମାଧାନ ପାଇଁ ସାମାଜିକ ସଙ୍ଗଠନ ମଧ୍ୟ ରାଜରାସ୍ତାକୁ ଓହ୍ଲାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.