ETV Bharat / city

ବଦଳୁଛି ମା’ଙ୍କ ବିଦାୟ ଉତ୍ସବ; ତେଲିଙ୍ଗି ବାଜାର ସ୍ଥାନ ନେଇଛି ଡିଜେ - Maa Durga immersion festival

ବଦଳୁଛି ଭସାଣୀ ଶୋଭାଯାତ୍ରା । ନାହିଁ ଆଉ ସେହି ବାଦ୍ୟ ନାହିଁ ସେହି ପୁରୁଣା ନୃତ୍ୟ ସଂଗୀତ । ଏବେ ଆଧୁନିକ ନୃତ୍ୟଗୀତରେ ମା’ଙ୍କୁ ଦିଆଯାଉଛି ମେଲାଣି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Oct 9, 2019, 7:25 PM IST

କଟକ: ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମା ଜଗତ ଜନନୀ ଦୁର୍ଗତି ନାଶିନୀ ଦୁର୍ଗା । ଐତିହ୍ୟର ସହର କଟକବାସୀ ମା’ଙ୍କୁ ଦେଉଛନ୍ତି ଭାବ ବିହ୍ବଳ ମେଲାଣି । ଧୂମଧାମରେ ମାଙ୍କୁ ବିଦାୟ ଦେଉଛନ୍ତି କଟକିଆ । ବାଜୁଛି ବାଜାବାଣ । ଜଳୁଛି ରଙ୍ଗ ବେରଙ୍ଗର ଆଲୋକ ମାଳା । ଘଣ୍ଟ, ଶଙ୍ଖ ନୃତ୍ୟ ଗୀତରେ ମା ବିଦାୟ ନେଉଛନ୍ତି ଧରାପୃଷ୍ଠରୁ । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ସମ୍ପ୍ରଦାୟର ଲୋକେ ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ଖାଲି ଏତିକି ନୁହେଁ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ମଧ୍ୟ ଉତ୍ସବରେ ସାମିଲ ହୋଇଛନ୍ତି ।

ଭଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ ବଦଳିଛି ସମୟ, ବଦଳିଛି ମାଙ୍କ ବିଦାୟ ଉତ୍ସବ । ଆଗ କାଳରେ ମା’ଙ୍କୁ କାନ୍ଧରେ ଭକ୍ତମାନେ ବୋହିନେଉଥିଲେ । ଏହାସହ ଆଜିର ଡିଜେ ବାଜା ବଦଳରେ ରାଜ୍ୟର ପାରମ୍ପରିକ ବାଜା ବାଦ୍ୟ ବାଜୁଥିଲା । ଯାହା ପରିବେଶ ପାଇଁ ମଧ୍ୟ ଅନୁକୂଳ ଥିଲା । ଯାହାକୁ ଏବେବି ମନେ ପକାଇଛନ୍ତି ବହୁ ରାଜନେତା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଜି ମେଲାଣି ନେଉଛନ୍ତି ଜଗତ ଜନନୀ ମା ଦଶଭୁଜା।ଭାଇଚାର ସହରରେ ଧୁମ ଧାମରେ ଚାଲିଛି ଭାଷାଣ ଶୋଭାଯାତ୍ରା।୪/୧ ଅନୁପାତରେ ମେଢ଼ ଶୋଭାଯାତ୍ରା ରେ ବାହାରିଛି।ପାରମ୍ପରିକ ବାଦ୍ୟ ,ଘଣ୍ଟ, ଶଙ୍ଖ ମିଉଜିକ ତାଳେ ତାଳେ ନୃତ୍ୟ ପରିବେଷଣ କରୁଛନ୍ତି ସାହିର ଯୁବକ।ମାଙ୍କୁ ମେଲାଣି ଦେବାଲାଗି ସହରରେ ଭାବବିହୁଳ ପରିବେଶ ସୃଷ୍ଟି ହୋଇଛି।ତେବେ ଜାତି ,ଧର୍ମ ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ବିଦାୟ ଦେଉଛନ୍ତି ଭାଇଚାର ସହର କଟକରେ।ଏହି ଅବସରରେ ସମସ୍ତ ରାଜନୈତିକ ଦଳର ନେତା ମାନେ ମଧ୍ୟ ଏକ ହୋଇ ଏହି ଭଷାଣ ଶୋଭାଯାତ୍ରାରେ ସାମିଲ ହେଉଛନ୍ତି।
ତେବେ ସମୟ ବଦଳିବା ସହ ଭଷାଣର ଢାଞ୍ଚା ବି ବଦଳୁଛି।ପୂର୍ବରୁ ବିନା ଚେସିସ ଅର୍ଥାତ ମେଢ଼କୁ କାନ୍ଧରେ ବୋହି ଶୋଭାଯାତ୍ରା କରାଯାଉଥିଲା।କେବଳ ସେତିକି ନୁହେଁ ବାଜା,ତେଲେଙ୍ଗା ବାଦ୍ୟ ବଜାଇ ଶୋଭାଯାତ୍ରା କରାଯାଉଥିଲା।ଏବେ କିନ୍ତୁ ତାହା ବଦଳି ଯାଇଛି।

ବାଇଟ - ପ୍ରଭାତ ତ୍ରିପାଠୀ, ପୂର୍ବତନ ବିଧାୟକ।
ବାଇଟ - ସମୀର ଦେ,ବରିଷ୍ଠ ବିଜେପି ନେତା।
ବାଇଟ - ପ୍ରଭାତ ବିଶ୍ୱାଳ,ପୂର୍ବତନ ବିଧାୟକ।
ବାଇଟ - ଇଂ ମହମ୍ମଦ ମୋକିମ,ବିଧାୟକ କଟକ ବାରବାଟୀ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.