ETV Bharat / city

ଲକଡାଉନ ନିୟମ ଉଲ୍ଲଂଘନ, ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଥାନାରେ ୨୫୧ ମାମଲା ରୁଜୁ - cuttack latest news

ଲକଡାଉନ ନିୟମ ଉଲ୍ଲଂଘନ ମାମଲା, ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଥାନାରେ ୨୫୧ ଟି ମାମଲା ରୁଜୁ କରାଯାଇଛି ।

lock down violation_ in state
ଲକଡାଉନ ନିୟମ ଉଲଙ୍ଘନ , ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଥାନାରେ ୨୫୧ ଟି ମାମଲା ରୁଜୁ
author img

By

Published : Apr 9, 2020, 8:07 PM IST

କଟକ: ଲକଡାଉନ ନିୟମକୁ ଉଲ୍ଲଘଂନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୪୦୦୨ ଟି ମାମଲା ରୁଜୁ କରାଯାଇଛି । ଏ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ସୂଚନା ପ୍ରଦାନ କରିଛି ।

lock down violation_ in state
ଲକଡାଉନ ନିୟମ ଉଲଙ୍ଘନ , ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଥାନାରେ ୨୫୧ ଟି ମାମଲା ରୁଜୁ

ଗତ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୪୦୦୨ ଟି ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ସକାଳୁ ଆଜି ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୨୫୧ ଟି ମାମଲା ରୁଜୁ କରାଯାଇଛି । ଏହି ୨୫୧ ଟି ମାମଲା ମଧ୍ୟରୁ ୨୩୯ ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଘଂନ କରିବା ଅଭିଯୋଗ ରୁଜୁ ହୋଇଥିବା ବେଳେ , ହୋମକ୍ବାରେଣ୍ଟାଇନ ଉଲ୍ଲଙ୍ଘନ କରିବା ଅଭିଯୋଗରେ କୌଣସି ମାମଲା ରୁଜୁ ହୋଇନାହିଁ ।

ସେହିଭଳି ୫ ଟି ମାମଲା ଗୁଜବ ସୃଷ୍ଟି କରିବା ଅଭିଯୋଗରେ ରୁଜୁ ହୋଇଛି । ୭ ଟି ମାମଲା ଅନ୍ୟ ସମ୍ପର୍କିତ ନିୟମ ଉଲଂଘନ ନେଇ ମାମଲା ରୁଜୁ କରାଯାଇଥିବା ଏକ ପ୍ରେସ ରିଲିଜ ମାଧ୍ୟମରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୁଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.