ETV Bharat / city

କଟକ ମହାନଗର ନିଗମରେ କମୁନି କୋରୋନା, ଆକ୍ରାନ୍ତଙ୍କ ମଧ୍ୟରେ ସ୍ଥାନୀୟ ସଂକ୍ରମଣ ଅଧିକ

କଟକ ମହାନଗର ନିଗମରେ ବେକାବୁ କୋରୋନା ସ୍ଥିତି । ଦିନକୁ ପ୍ରାୟ 200 ଜଣ ସଂକ୍ରମିତ ହେଉଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ସ୍ଥାନୀୟ ସଂକ୍ରମଣ ମାମଲା । ଅଧିକ ପଢନ୍ତୁ...

କଟକ ମହାନଗର ନିଗମରେ କମୁନି କୋରୋନା
କଟକ ମହାନଗର ନିଗମରେ କମୁନି କୋରୋନା
author img

By

Published : Sep 22, 2020, 7:55 AM IST

କଟକ: ମହାନଗର ନିଗମରେ ମାଡୁଛି କୋରୋନା । ସୋମବାର 266 ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 67 ଜଣ ହୋମକ୍ବାରେଣ୍ଟାଇନରୁ ଓ 63 ଜଣ ଶିକ୍ଷାନୁଷ୍ଠାନ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ।136 ଜଣ ସ୍ଥାନୀୟ ଅଞ୍ଚଳରୁ ।

ବର୍ତ୍ତମାନ ସୁଦ୍ଧା କଟକ ମହାନଗର ନିଗମ ଅଞ୍ଚଳରୁ ୯୯୨୧ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୭୪୩୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । କୋରୋନାରେ ୪୦ ଜଣ ପ୍ରାଣ ଯାଇଛି।ସେହିପରି ୨୪୫୧ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.