ETV Bharat / city

ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମାମଲା, ଇଭିଏମ ସଂରକ୍ଷିତ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ - koraput district election commission

ଲକ୍ଷ୍ମୀପୁର ବିଧାନସଭା ଆସନ ନିର୍ବାଚନ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ, ଇଭିଏମ ଓ ଭିଭିପାଟ ମେସିନ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋରାପୁଟ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଲକ୍ଷ୍ମୀପୁର ନିର୍ବାଚନରେ ବ୍ୟବହାର ହୋଇଥିବା ଇଭିଏମ ଓ ଭିଭିପାଟକୁ ସଂରକ୍ଷିତ କରି ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

laxmipur election case
ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମାମଲା, ଇଭିଏମ ସଂରକ୍ଷିତ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
author img

By

Published : Jan 30, 2020, 9:28 AM IST

କଟକ: ଲକ୍ଷ୍ମୀପୁର ବିଧାନସଭା ଆସନ ନିର୍ବାଚନ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ, ଇଭିଏମ ଓ ଭିଭିପାଟ ମେସିନ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋରାପୁଟ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଲକ୍ଷ୍ମୀପୁର ନିର୍ବାଚନରେ ବ୍ୟବହାର ହୋଇଥିବା ଇଭିଏମ ଓ ଭିଭିପାଟକୁ ସଂରକ୍ଷିତ କରି ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଯଦି ଆବଶ୍ୟକ ପଡେ, ହାଇକୋର୍ଟରେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଲକ୍ଷ୍ମୀପୁର ନିର୍ବାଚନ ସମ୍ପର୍କିତ ସମସ୍ତ ଅରିଜିନାଲ ରେକର୍ଡ ଓ ପ୍ରାର୍ଥୀଙ୍କ ସଂକ୍ରାନ୍ତୀୟ ନଥିପତ୍ର ଦାଖଲ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ, ଲକ୍ଷ୍ମୀପୁର ରିଟର୍ଣ୍ଣିଂ ଅଫିସର ଓ ଜୟପୁର ରିଟର୍ଣ୍ଣିଂ ଅଫିସରକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫେବୃଆରୀ 17 ତାରିଖ ସୁଦ୍ଧା ହାଇକୋର୍ଟ ରେଜିଷ୍ଟ୍ରାର ଏସମ୍ପର୍କିତ ରେକର୍ଡ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ 24 ରେ ହେବ । ସୂଚନା ଥାଉକି, ବିଜୟୀ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରରେ ତ୍ରୁଟି ଥିବା ଦର୍ଶାଇବା ସହ ରିଟର୍ଣ୍ଣିଂ ଅଫିସର ନାମାଙ୍କନ ପତ୍ରକୁ ଠିକ ଭାବରେ ଯାଞ୍ଚ କରିନଥିବା ଓ ବିଧାୟକ ଅସାଧୁ ଉପାୟ ଅବଲମ୍ବନ କରିଥିବା ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଲକ୍ଷ୍ମୀପୁର ବିଧାନସଭା ଆସନ ନିର୍ବାଚନ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ, ଇଭିଏମ ଓ ଭିଭିପାଟ ମେସିନ ସଂରକ୍ଷିତ ରଖିବାକୁ ନିର୍ଦ୍ଧେଶ ଦେଇଛନ୍ତି।କୋରାପୁଟ ଜିଲ୍ଲା ନିର୍ବାଚନ ଅଧିକାରୀ ,ଲକ୍ଷ୍ମୀପୁର ନିର୍ବାଚନରେ ବ୍ୟବହାର ହୋଇଥିବା ଇଭିଏମ ଓ ଭିଭିପାଟ କୁ ସଂରକ୍ଷିତ କରି ରଖିବାକୁ ହାଇକୋର୍ଟ ନିର୍ଦ୍ଧେଶ ଦେଇଛନ୍ତି।ଏହା ଯଦି ଆବଶ୍ୟକ ପଡେ,ହାଇକୋର୍ଟ ରେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଧେଶ ଦେଇଛନ୍ତି।ଏଥିସହ ଲକ୍ଷ୍ମୀପୁର ନିର୍ବାଚନ ସମ୍ପର୍କିତ ସମସ୍ତ ଅରିଜିନାଲ ରେକର୍ଡ ଓ ପାର୍ଥିଙ୍କ ସଂକ୍ରାନ୍ତୀୟ ନଥିପତ୍ର ଦାଖଲ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ, ଲକ୍ଷ୍ମୀପୁର ରିଟର୍ଣ୍ଣିଂ ଅଫିସର ଓ ଜୟପୁର ରିଟର୍ଣ୍ଣିଂ ଅଫିସର କୁ ହାଇକୋର୍ଟ ନିର୍ଦ୍ଧେଶ ଦେଇଛନ୍ତି।ଫେର୍ବୃଆରୀ ୧୭ ତାରିଖ ସୁଦ୍ଧା ହାଇକୋର୍ଟ ରେଜିଷ୍ଟ୍ରାର ଏସମ୍ପର୍କିତ ରେକର୍ଡ ଦାଖଲ କରିବାକୁ କୋର୍ଟ ନିର୍ଦ୍ଧେଶ ଦେଇଛନ୍ତି।ଫେବ୍ରୁଆରି ୨୪ ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ କୋର୍ଟ ଧାର୍ଯ୍ୟ କରିଛନ୍ତି।
ସୂଚନା ଯୋଗ୍ୟ ବିଜୟୀ ପାର୍ଥିଙ୍କର ନାମାଙ୍କନ ପତ୍ର ରେ ତ୍ରୁଟି ରହିଥିଲା।ରିଟର୍ଣ୍ଣିଂ ଅଫିସର ନାମାଙ୍କନ ପତ୍ରକୁ ଠିକ ଭାବରେ ଯାଞ୍ଚ କରିନଥିଲେ।ତେବେ ନିର୍ବାଚନ ସମୟରେ ପ୍ରତିପକ୍ଷ ବିଧାୟକ ଅସାଧୁ ଉପାୟ ଅବଲମ୍ବନ କରିଥିବା ନେଇ ହାଇକୋର୍ଟ ରେ ମାମଲା ରୁଜୁ ହୋଇଥିଲା।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.