କଟକ: ଆଜି ସାରା ବିଶ୍ବ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ । କଟକରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଛି । ମହାମାରୀ କୋରୋନାକୁ ନଜରରେ ସମସ୍ତ ସରକାରୀ ଗାଇଡଲାଇନ ଦ୍ବାରା ଯୋଗ କରାଯାଇଛି ।
ସେପଟେ, ଏହି ଅବସରରେ ଯୋଗ କରିବାର ପ୍ରକୃତ ଅର୍ଥ କଣ ଆଉ ଏହା ଦ୍ୱାରା କଣ ଲାଭ ମିଳିଥାଏ ସେନେଇ ଆମ ପ୍ରତିନିଧି କେତେକ ଯୋଗ ଅଭ୍ୟାସକାରୀଙ୍କ ସହ ଆଲୋଚନା କରିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ