ETV Bharat / city

ବିଜେଡିରେ ଯୋଗଦେଲେ ସ୍ୱାଧୀନ କର୍ପୋରେଟର ପଦ୍ମିନୀ ସାହୁ

author img

By

Published : Mar 28, 2022, 10:15 PM IST

ବିଜେଡିରେ ଯୋଗ ଦେଇଛନ୍ତି ୩୧ ନମ୍ବର ୱାର୍ଡର ସ୍ୱାଧୀନ କର୍ପୋରେଟର ପଦ୍ମିନୀ ସାହୁ । ସେ ଚଳିତ ପୌର ନିର୍ବାଚନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ବିଜୟ ସାହୁଙ୍କୁ ହରାଇ ବିଜୟୀ ହୋଇଛନ୍ତି । ଅଧିକ ପଢନ୍ତୁ

ବିଜେଡିରେ ଯୋଗ ଦେଲେ, ସ୍ୱାଧୀନ କର୍ପୋରେଟର ପଦ୍ମିନୀ ସାହୁ

କଟକ: ବିଜେଡିରେ ଯୋଗ ଦେଇଛନ୍ତି ୩୧ ନମ୍ବର ୱାର୍ଡର ସ୍ୱାଧୀନ କର୍ପୋରେଟର ପଦ୍ମିନୀ ସାହୁ । ସେ ଚଳିତ ପୌର ନିର୍ବାଚନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ବିଜୟ ସାହୁଙ୍କୁ ହରାଇ ବିଜୟୀ ହୋଇଛନ୍ତି । ତେବେ ସେ ସ୍ୱାଧୀନରେ ବିଜୟୀ ହୋଇଥିଲେ ମାତ୍ର ଆଜି ବିଜେଡିରେ ଯୋଗ ଦେଇଛନ୍ତି ।

ଆଜି ଏନେଇ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ କହିଛନ୍ତି । ଏହି ୱାର୍ଡରେ ସେ ଭଲ କାମ କରିବେ ବୋଲି ଦେବାଶିଷ କହିଛନ୍ତି । ତେବେ ମହାନଗର ନିଗମ ନିର୍ବାଚନରେ ୫୯ଟି ୱାର୍ଡରୁ ୩୮ଟି ୱାର୍ଡରେ ବିଜେଡି ଜିତିଥିବା ବେଳେ ୬ଟି ୱାର୍ଡରେ ସ୍ୱାଧୀନ ଜିତିଥିଲେ ।

କଟକରୁ ନାରୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.