କଟକ: କୋଟିଆ ସୀମା ବିବାଦ ମାମଲା । କୋରାପୁଟର କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ନିର୍ବାଚନକୁ ନେଇ ଆଡଭୋକେଟ ଜେନେରାଲଙ୍କ କାର୍ଯ୍ୟାଳୟରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । କୋରାପୁଟ ଏଡିଏମଙ୍କ ସମେତ ଅନେକ ସରକାରୀ ଅଧିକାରୀ ଉପସ୍ଥିତ ରହିବେ । ନିର୍ବାଚନ ବାତିଲ ନେଇ ସୁପ୍ରିମକୋର୍ଟ ଯିବା ନେଇ ହୋଇପାରେ ଆଲୋଚନା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ