ETV Bharat / city

କିନ୍ନରଙ୍କୁ ମିଳିଲା ପରିଚୟ ପ୍ରମାଣପତ୍ର - କିନ୍ନରଙ୍କୁ ପରିଚୟ ପ୍ରମାଣପତ୍ର

କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର 17 ଜଣ କିନ୍ନରଙ୍କୁ ପରିଚୟ ପ୍ରମାଣପତ୍ର ଏବଂ ସାର୍ଟିଫିକେଟ ପ୍ରଦାନ । ଅଧିକ ପଢନ୍ତୁ...

କିନ୍ନରଙ୍କୁ ମିଳିଲା ପରିଚୟ ପ୍ରମାଣପତ୍ର
କିନ୍ନରଙ୍କୁ ମିଳିଲା ପରିଚୟ ପ୍ରମାଣପତ୍ର
author img

By

Published : Jun 25, 2021, 6:09 AM IST

କଟକ: କିନ୍ନରଙ୍କୁ ମିଳିଲା ପ୍ରମାଣପତ୍ର । ଗୁରୁବାର କଟକ ଜିଲ୍ଳାପାଳଙ୍କ ନିର୍ଦ୍ଦେଶରେ ପୂର୍ବ ଭଳି ଜିଲ୍ଲାର ୧୭ ଜଣ କିନ୍ନରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିଚୟ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଜିଲ୍ଳାପାଳଙ୍କ ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଉପସ୍ଥିତ ରହି ଏହି ପରିଚୟ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।

କିନ୍ନରଙ୍କୁ ମିଳିଲା ପରିଚୟ ପ୍ରମାଣପତ୍ର
କିନ୍ନରଙ୍କୁ ମିଳିଲା ପରିଚୟ ପ୍ରମାଣପତ୍ର

ଅନ୍ୟପଟେ ଏହି ପ୍ରମାଣପତ୍ର ପାଇ କିନ୍ନରମାନେ ଖୁବ୍ ଖୁସି ବ୍ୟକ୍ତ କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ଉଚ୍ଚପଦସ୍ତ ଅଧିକରି ଉପସ୍ଥିତ ରହିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନା କରିଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.