ETV Bharat / city

କଟକ ଅଣାଗଲା ହାଇଦର କାର, ତେଲେଙ୍ଗାନାରୁ ହୋଇଥିଲା ଜବତ

author img

By

Published : Apr 18, 2021, 4:08 PM IST

Updated : Apr 18, 2021, 5:17 PM IST

ଏସସିବି ବଡ଼ ଡାକ୍ତରଖାନାରୁ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ମାମଲାରେ ହାଇଦର ବ୍ୟବହାର କରିଥିବା କାରକୁ ତେଲେଙ୍ଗାନାରୁ ଆଣିଲା କଟକ ମଙ୍ଗଳାବାଗ ଥାନା ପୋଲିସ । ଅଧିକ ପଢନ୍ତୁ...

ହାଇଦରର କାର ଜବତ
ହାଇଦରର କାର ଜବତ

କଟକ: ଜବତ ହେଲା ହାଇଦରର କାର । ଏସସିବି ବଡ଼ ଡାକ୍ତରଖାନାରୁ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ମାମଲାରେ ହାଇଦର ବ୍ୟବହାର କରିଥିବା କାରକୁ ତେଲେଙ୍ଗାନାରୁ ଆଣିଲା କଟକ ମଙ୍ଗଳାବାଗ ଥାନା ପୋଲିସ । ଏହି କାରକୁ ନେଇ ଆହୁରି ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ ।

କଟକ ଅଣାଗଲା ହାଇଦର କାର

ପ୍ରକାଶ ଥାଉକି, ଗୁରୁବାର ହାଇଦରକୁ ହାଇଦ୍ରାବାଦରୁ ଧରିବାରେ ସଫଳ ହୋଇଥିଲା କମିଶନରେଟ ପୋଲିସ । କମିଶନରେଟ ପୋଲିସ ତାକୁ ରିମାଣ୍ଡରେ ଆଣି କାହିଁକି ଫେରାର ହୋଇଥିଲା, ଓ ଫେରାର ପଛରେ କେଉଁମାନେ ସହଯୋଗୀ ରହିଥିଲେ ସେନେଇ ପଚାରଉଚରା କରିଥାନ୍ତା । ମାତ୍ର ହାଇଦର କୋରୋନାରେ ଆକ୍ରାନ୍ତ ହୋଇଥିବାରୁ ହାଇଦର ରିମାଣ୍ଡକୁ ସ୍ଥଗିତ ରଖାଯାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Apr 18, 2021, 5:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.