ETV Bharat / city

କଟକ ସାଂସଦଙ୍କ ବାସଭବନରେ ହୋଲି ମିଳନ

ସାଂସଦଙ୍କ ବାସଭବନରେ ହୋଲି ପର୍ବ ପାଳନ । ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମଧ୍ୟ ସାଂସଦ ଭର୍ତ୍ତୃହରି ମହତାବଙ୍କ ବାସଭବନରେ ହୋଲି ମିଳନ ଉତ୍ସବ ପାଳନ କରାଯାଇଛି । ଅଧିକ ଖବର ପଢନ୍ତୁ...

author img

By

Published : Mar 10, 2020, 4:36 AM IST

କଟକ ସାଂସଦଙ୍କ ବାସଭବନରେ ହୋଲି ମିଳନ
କଟକ ସାଂସଦଙ୍କ ବାସଭବନରେ ହୋଲି ମିଳନ

କଟକ: ସାଂସଦଙ୍କ ବାସଭବନରେ ହୋଲି ପର୍ବ ପାଳନ । ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମଧ୍ୟ ସାଂସଦ ଭର୍ତ୍ତୃହରି ମହତାବଙ୍କ ବାସଭବନରେ ହୋଲି ମିଳନ ଉତ୍ସବ ପାଳନ କରାଯାଇଛି । ଏହି ଉତ୍ସବ ରେ ବିଭିନ୍ନ ବର୍ଗର ଲୋକ ଯୋଗ ଦେଇଥିଲେ ।

କଟକ ସାଂସଦଙ୍କ ବାସଭବନରେ ହୋଲି ମିଳନ

ପରସ୍ପରକୁ ଅବିର ଲଗାଇ ଭାଇଚାରାର ବାର୍ତ୍ତା ବାଣ୍ଟି ଥାଆନ୍ତି ସମସ୍ତେ । ବିଶେଷକରି ଦୋଳ ପୂର୍ଣ୍ଣିମା ଦିନ ସାଂସଦଙ୍କ ବାସଭବନରେ ଏହି ପର୍ବ ପାଳନ କରାଯାଇଥାଏ । କେବଳ କଟକ ସହର ନୁହେଁ ବରଂ କଟକ ଜିଲ୍ଲାର ବିଭିନ୍ନ ସ୍ଥାନର ଲୋକଙ୍କର ଏହି ଉତ୍ସବରେ ଭିଡ଼ ଦେଖିବାକୁ ମିଳିଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.