ETV Bharat / city

ଗବେଷଣା ଉପରେ ଆଗ୍ରହ ରଖ; ଉଚ୍ଚଶିକ୍ଷା ମନ୍ତ୍ରୀ - ଗବେଷଣା ଉପରେ ଆଗ୍ରହ ରଖ

ବହିରୁ ପାଠ ପଢି ପରୀକ୍ଷା ଦେଇ ମାର୍କ ରଖିବା ଅପେକ୍ଷା ଗବେଷଣା ଉପରେ ମନ ଦେବାକୁ ପରାମର୍ଶ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଅଧିକ ଖବର ପଢନ୍ତୁ...

ଗବେଷଣା ଉପରେ ଆଗ୍ରହ ରଖ; ଉଚ୍ଚଶିକ୍ଷା ମନ୍ତ୍ରୀ
ଗବେଷଣା ଉପରେ ଆଗ୍ରହ ରଖ; ଉଚ୍ଚଶିକ୍ଷା ମନ୍ତ୍ରୀ
author img

By

Published : Feb 1, 2020, 12:47 AM IST

କଟକ: ବହିରୁ ପାଠ ପଢି ପରୀକ୍ଷା ଦେଇ ମାର୍କ ରଖିବା ଅପେକ୍ଷା ଗବେଷଣା ଉପରେ ମନ ଦେବାକୁ ପରାମର୍ଶ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ବିଦ୍ୟାର୍ଥୀ ମାନେ କିପରି ଗବେଷଣା ଉପରେ ଅଧିକ ଧ୍ୟାନ ଦେବେ, ସେନେଇ ଉଚ୍ଚଶିକ୍ଷା ବିଭାଗ ପଦକ୍ଷେପ ନେବ।

ଗବେଷଣା ଉପରେ ଆଗ୍ରହ ରଖ; ଉଚ୍ଚଶିକ୍ଷା ମନ୍ତ୍ରୀ

ବିଶେଷ କରି ସମସ୍ତ ବିଶ୍ବବିଦ୍ୟାଳୟ ବା କଲେଜ ମାନଙ୍କରେ ପ୍ରତି ବିଭାଗରେ ଅଧିକ ସେମିନାର, ସିମ୍ପୋଜିୟମ କରିବା ଉପରେ ଗୁରୁତ୍ବ ଦେବ ଉଚଶିକ୍ଷା ବିଭାଗ । ଯାହାକି ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଗବେଷଣା ପାଇଁ ଆଗ୍ରହ ସୃଷ୍ଟି କରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

କଟକ ଶୈଳବାଳା ମହିଳା ମହାବିଦ୍ୟାଳୟ ରେ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ଯୋଗଦେବା ଅବସରରେ ସେ ଏହି ପରାମର୍ଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ବହିରୁ ପାଠ ପଢି ପରୀକ୍ଷା ଦେଇ ମାର୍କ ରଖିବା ଅପେକ୍ଷା ଗବେଷଣା ଉପରେ ମନ ଦେବାକୁ ପରାମର୍ଶ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।ବିଦ୍ୟାର୍ଥୀ ମାନେ କିପରି ଗବେଷଣା ଉପରେ ଅଧିକ ଧ୍ୟାନ ଦେବେ, ସେନେଇ ଉଚ୍ଚଶିକ୍ଷା ବିଭାଗ ପଦକ୍ଷେପ ନେବ।ବିଶେଷକରି ସମସ୍ତ ବିଶ୍ୱବିଦ୍ୟାଳୟ ବା କଲେଜ ମାନଙ୍କରେ ପ୍ରତି ବିଭାଗରେ ଅଧିକ ସେମିନାର,ସିମ୍ପୋଜିୟମ କରିବା ଉପରେ ଗୁରୁତ୍ୱ ଦେବ ଉଚଶିକ୍ଷା ବିଭାଗ।ଜାହାକି ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଗବେଷଣା ପାଇଁ ଆଗ୍ରହ ସୃଷ୍ଟି କରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।କଟକ ଶୈଳବାଳା ମହିଳା ମହାବିଦ୍ୟାଳୟ ରେ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ଯୋଗଦେବା ଅବସରରେ ସେ ଏହି ସୂଚନା ଦେଇଛନ୍ତି।

ବାଇଟ - ଅରୁଣ ସାହୁ,ଉଚ୍ଚଶିକ୍ଷା ମନ୍ତ୍ରୀ।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.