ETV Bharat / city

ସ୍ବାଧୀନତା ଦିବସରେ ସୁରକ୍ଷା ଚିନ୍ତା; ଏସପିଙ୍କୁ ପୋଲିସ ଡିଜିଙ୍କ ନିର୍ଦ୍ଦେଶ - ହାଇଆର୍ଲଟ

ସ୍ବାଧୀନତା ଦିବସ ଅବସରରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି ନେଇ ରାଜ୍ୟର ସମସ୍ତ ଏସପିଙ୍କୁ ନିର୍ଦ୍ଦେଶ ଦେଲେ ପୋଲିସ ମହାନିର୍ଦ୍ଦେଶକ। ସ୍ବାଧୀନତା ଦିବସରେ କିଭଳି ଲୋକେ ଶାନ୍ତି ଶୃଙ୍ଖଳାର ସହ ପରେଡ ଦେଖିବେ ସେନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,କଟକ
author img

By

Published : Aug 13, 2019, 7:25 PM IST

କଟକ: ସ୍ବାଧୀନତା ଦିବସ ପାଇଁ ସାରା ଦେଶରେ ହାଇଆର୍ଲଟ ଜାରି କରାଯାଇଛି । ଏପଟେ ଓଡ଼ିଶାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରିବାକୁ ସବୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦେଶକ ବିଜୟ କୁମାର ଶର୍ମା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କଟକ

ଏନେଇ ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ରାଜ୍ୟ ସ୍ତରୀୟ ତଥା ଜିଲ୍ଲା ସ୍ତରୀୟ ପରେଡ଼ ଅନୁଷ୍ଠିତ ହେବ। ସାଧାରଣ ଲୋକ କିଭଳି ଶାନ୍ତି ଶୃଙ୍ଖଳାର ସହ ପରେଡ ଦେଖିବେ ସେନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି । ସେହିପରି ଭିଭିଆଇପି ମାନଙ୍କ ପାଇଁ ଏସଓପିସ ମଧ୍ୟ କଡାକଡ଼ି ଭାବେ ପାଳନ କରାଯିବ ବୋଲି ଡିଜି କହିଛନ୍ତି।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

Intro:ସ୍ବାଧୀନତା ଦିବସ ପାଇଁ ସାରା ଦେଶ ରେ ହାଇଆର୍ଲଟ ଜାରି କରାଯାଇଥିଲା ବେଳେ ଓଡ଼ିଶାରେ ସୁରକ୍ଷା ବ୍ୟବସ୍ଥା କୁ କଡା କଡ଼ି କରିବାକୁ ସବୁ ଏସ୍ପି ଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦେଶକ ବିଜୟ କୁମାର ଶର୍ମା।ଏନେଇ ଆଜି ସୁରକ୍ଷା ବ୍ୟବସ୍ଥା ର ସମୀକ୍ଷା କରିଛନ୍ତି ପୋଲିସ ଡିଜି।ରାଜ୍ୟ ସ୍ଥରୀୟ ତଥା ଜିଲ୍ଲା ସ୍ଥରୀୟ ପରେଡ଼ ଅନୁଷ୍ଠିତ ହେବ।ସାଧାରଣ ଲୋକ କିଭଳି ଶାନ୍ତି ରେ ଏହା କୁ ଦେଖିବେ ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରିବାକୁ ସମସ୍ତ ଜିଲ୍ଲାର ଏସ୍ପି ଙ୍କୁ ଡିଜି ନିର୍ଦ୍ଧେଶ ଦେଇଛନ୍ତି।ସେହିପରି ଭିଭିଆଇପି ମାନଙ୍କ ପାଇଁ ଏସଓପିସ ମଧ୍ୟ କଡାକଡ଼ି ଭାବେ ପାଳନ କରାଯିବ ବୋଲି ଡିଜି କହିଛନ୍ତି।

ବାଇଟ - ବିଜୟ କୁମାର ଶର୍ମା, ପୋଲିସ ମହାନିର୍ଦେଶକ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.