ETV Bharat / city

ଫ୍ୟାମିଲି କାଉନ୍ସିଲରଙ୍କ ଦେୟ ବୃଦ୍ଧି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଫ୍ୟାମିଲି କାଉନ୍ସିଲରଙ୍କ ଦେୟ ବୃଦ୍ଧି କରିବାକୁ ଏ ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ଖବର ପଢନ୍ତୁ...

ଫ୍ୟାମିଲି କାଉନସେଲରଙ୍କ ଦେୟ ବୃଦ୍ଧି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Jan 2, 2020, 11:41 PM IST

କଟକ: ଫ୍ୟାମିଲି କାଉନ୍ସିଲରଙ୍କ ଦେୟ ବୃଦ୍ଧି କରିବାକୁ ଏ ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁର ଜିଲ୍ଲାର ପରିବାର ଅଦାଲତର ଫ୍ୟାମିଲି କାଉନ୍ସିଲର ଅଶୋକ ଦାସଙ୍କ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ଫ୍ୟାମିଲି କାଉନସେଲରଙ୍କ ଦେୟ ବୃଦ୍ଧି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏଥି ସହିତ ରାଜ୍ୟର ବିଭିନ୍ନ ପରିବାର ଅଦାଲତରେ କାର୍ଯ୍ୟ କରୁଥିବା ଫ୍ୟାମିଲି କାଉନ୍ସିଲରଙ୍କ ଚାକିରି ସର୍ତ୍ତାବଳୀ ମଧ୍ୟ ଧାର୍ଯ୍ୟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଭାବେ ଫ୍ୟାମିଲି କାଉନ୍ସିଲରଙ୍କ ନୂଆ ଚାକିରି ସର୍ତ୍ତାବଳୀ ପ୍ରଣୟନ ପର୍ଯ୍ୟନ୍ତ ପ୍ରମୁଖ ଫ୍ୟାମିଲି କାଉନ୍ସିଲରଙ୍କୁ ୩୨ ହଜାର ୫୦୦ ଟଙ୍କା ଓ ଫ୍ୟାମିଲି କାଉନ୍ସିଲରଙ୍କୁ ୨୩ ହଜାର ୨୬୦ ଟଙ୍କା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ପରିବାର ଅଦାଲତରେ ପ୍ରମୁଖ ଫ୍ୟାମିଲି କାଉନ୍ସିଲର ଓ କାଉନସେଲରଙ୍କ ନିଯୁକ୍ତି ନିମନ୍ତେ ଶିକ୍ଷାଗତ ଯୋଗ୍ୟତା ଓ ନିଯୁକ୍ତି ନିୟମ ରହିଥିବାବେଳେ ସେମାନଙ୍କ ପ୍ରାପ୍ୟ ସମ୍ପର୍କରେ କୌଣସି ନିୟମାବଳୀ ନଥିଲା। ତେବେ ୨୦ ଦିନର କାର୍ଯ୍ୟ ଦିବସ ଅନୁସାରେ ପ୍ରମୁଖ ଫ୍ୟାମିଲି କାଉନ୍ସିଲରଙ୍କୁ ୧୫ ହଜାର ଓ କାଉନସେଲରଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଥିଲା ।

ସେହିପରି ପରବର୍ତ୍ତୀ ସମୟରେ ସେମାନଙ୍କର ପ୍ରାପ୍ୟ ବୃଦ୍ଧି ନିମନ୍ତେ କୌଣସି ପଦକ୍ଷେପ ନିଆଯାଉନଥିଲା। ମହାରାଷ୍ଟ୍ର, କେରଳ, ଆସାମ ଆଦି ରାଜ୍ୟର ପରିବାର ଅଦାଲତରେ ବୈବାହିକ ମାମଲାରେ କାର୍ଯ୍ୟ କରୁଥିବା ଫ୍ୟାମିଲି କାଉନ୍ସିଲରଙ୍କୁ ମାସିକ ୩୦ ରୁ ୩୬ ହଜାର ଟଙ୍କା ପ୍ରଦାନ କରାଯାଉଛି।

ଏପରି କ୍ଷେତ୍ରରେ ରାଜ୍ୟର ବିଭିନ୍ନ ପରିବାର ଅଦାଲତରେ କାର୍ଯ୍ୟ କରୁଥିବା କାଉନ୍ସିଲରଙ୍କୁ କେରଳ ଓ ଅନ୍ୟାନ୍ୟ ରାଜ୍ୟରେ ଦିଆଯାଉଥିବା ସୁବିଧା ସୁଯୋଗ ପ୍ରଦାନ କରିବାକୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଫାମିଲ କାଉନସେଲର ଙ୍କ ଦେୟ ବୃଦ୍ଧି କରିବାକୁ ଏ ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟସରକାର ଙ୍କୁ ନିର୍ଦ୍ଧେଶ ଦେଇଛନ୍ତି।ଯାଜପୁର ଜିଲ୍ଲାର ପରିବାର ଅଦାଲତର ଫାମିଲ କାଉନସେଲର ଅଶୋକ ଦାସ ଙ୍କ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି ହାଇକୋର୍ଟ ର ମୁଖ୍ୟ ବିଚାରପତି ଙ୍କ ଖଣ୍ଡପୀଠ ଏପରି ନିର୍ଦ୍ଧେଶ କରିଛନ୍ତି।ଏଥି ସହିତ ହାଇକୋର୍ଟ ରାଜ୍ୟର ବିଭିନ୍ନ ପରିବାର ଅଦାଲତରେ କାର୍ଯ୍ୟକରୁଥିବା ଫାମିଲକାଉନସେଲର ଙ୍କ ଚାକିରି ସତ୍ତାବଳୀ ମଧ୍ୟ ଧାର୍ଯ୍ୟ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି।ସେହିପରି ଭାବେ ଫାମିଲ କାଉନସେଲର ଙ୍କ ନୂଆ ଚାକିର ସର୍ତ୍ତାବଳି ପ୍ରଣୟନ ପର୍ଯ୍ୟନ୍ତ ପ୍ରମୁଖ ଫାମିଲ କାଉନସେଲର ଙ୍କୁ ୩୨ ହଜାର ୫୦୦ ଟଙ୍କା ଓ ଫାମିଲ କାଉନସେଲରଙ୍କୁ ୨୩ ହଜାର ୨୬୦ ଟଙ୍କା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଧେଶ ଦେଇଛନ୍ତି।ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ପରିବାର ଅଦାଲତରେ ପ୍ରମୁଖ ଫାମିଲ କାଉନସେଲର ଓ କାଉନସେଲର ଙ୍କ ନିଯୁକ୍ତି ନିମନ୍ତେ ଶିକ୍ଷାଗତ ଯୋଗ୍ୟତା ଓ ନିଯୁକ୍ତି ନିୟମ ରହିଥିବାବେଳେ ସେମାନଙ୍କ ପ୍ରାପ୍ୟ ସମ୍ପର୍କରେ କୌଣସି ନିୟମାବଳୀ ନଥିଲା।ତେବେ ୨୦ ଦିନର କାର୍ଯ୍ୟ ଦିବସ ଅନୁସାରେ ପ୍ରମୁଖ ଫାମିଲ କାଉନସେଲରଙ୍କୁ ୧୫ ହଜାର ଓ କାଉନସେଲର ଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଥିଲା।ସେହିପରି ପରବର୍ତ୍ତୀ ସମୟରେ ସେମାନଙ୍କର ପ୍ରାପ୍ୟ ବୃଦ୍ଧି ନିମନ୍ତେ କୌଣସି ପଦକ୍ଷେପ ନିଆଯାଉନଥିଲା। ମହାରାଷ୍ଟ୍ର ,କେରଳ,ଆସାମ ଆଦି ରାଜ୍ୟର ପରିବାର ଅଦାଲତରେ ବୈବାହିକ ମାମଲାରେ କାର୍ଯ୍ୟ କରୁଥିବା ଫାମିଲ କାଉନସେଲର ଙ୍କୁ ମାସିକ ୩୦ ରୁ ୩୬ ହଜାର ଟଙ୍କା ପ୍ରଦାନ କରାଯାଉଛି।ଏପରି କ୍ଷେତ୍ରରେ ରାଜ୍ୟର ବିଭିନ୍ନ ପରିବାର ଅଦାଲତରେ କାର୍ଯ୍ୟ କରୁଥିବା କାଉନସେଲର ଙ୍କୁ କେରଳ ଓ ଅନ୍ୟାନ୍ୟ ରାଜ୍ୟରେ ଦିଆଯାଉଥିବା ସୁବିଧା ସୁଯୋଗ ପ୍ରଦାନ କରିବାକୁ ହାଇକୋର୍ଟ ରେ ମାମଲା ରୁଜୁ ହୋଇଥିଲା।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.