ETV Bharat / city

ବର୍ଷା-ଅନୁଭବ ବିବାଦ: 16ରେ ସୁପ୍ରିମକୋର୍ଟରେ ଟ୍ରାନ୍ସଫର ପିଟିସନ ଶୁଣାଣି

author img

By

Published : Oct 11, 2020, 9:33 AM IST

ଚର୍ଚ୍ଚାରେ କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବୈବାହିକ ଜୀବନ । ଆସନ୍ତା 16 ତାରିଖରେ ସୁପ୍ରିମକୋର୍ଟରେ ଟ୍ରାନ୍ସଫର ପିଟିସନର ଶୁଣାଣି ହେବା ନେଇ ତାରିଖ ନିର୍ଦ୍ଧାରିତ ହୋଇଛି ।

barsha-anubhav divorce case, barsha-anubhav case, barsha-anubhav relation, barsha-anubhav transfer petition, cuttack latest news, ବର୍ଷା-ଅନୁଭବ ଛାଡପତ୍ର ମାମଲା, ବର୍ଷା ଅନୁଭବ ମାମଲା, ବର୍ଷା ଅନୁଭବ ସମ୍ପର୍କ, ବର୍ଷା ଅନୁଭବ ଟ୍ରାନ୍ସଫର ପିଟିସନ, କଟକ ଲାଟେଷ୍ଟ ନ୍ୟୁଜ୍‌
ଆସନ୍ତା 16ରେ ବର୍ଷା-ଅନୁଭବଙ୍କ ଟ୍ରାନ୍ସଫର ପିଟିସନ ଶୁଣାଣି

କଟକ: ଚର୍ଚ୍ଚାରେ କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବୈବାହିକ ଜୀବନ । ଉଭୟେ ଉଭୟଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିବା ବେଳେ କଥା ଛାଡପତ୍ର ଯାଏଁ ପହଞ୍ଚିଛି । ଏମିତିରେ ଆସନ୍ତା 16 ତାରିଖରେ ସୁପ୍ରିମକୋର୍ଟରେ ଟ୍ରାନ୍ସଫର ପିଟିସନର ଶୁଣାଣି ହେବା ନେଇ ତାରିଖ ନିର୍ଦ୍ଧାରିତ ହୋଇଛି ।

ସୂଚନା ଅନୁଯାୟୀ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଆସିଥିବା ତିକ୍ତତାକୁ ଦେଖି ଅନୁଭବ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଛାଡପତ୍ର ନେଇ ମାମଲା ଦାୟର କରିଥିଲେ । ହେଲେ ଏହି ମାମଲାକୁ ଦିଲ୍ଲୀରୁ କଟକ ସ୍ଥାନାନ୍ତର କରିବା ପାଇଁ ପତ୍ନୀ ବର୍ଷା ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.