ETV Bharat / city

ସକିଲ କରୁଛି ସୌକ, ଜେଲରୁ ଆସୁଛି ସେଲଫି

author img

By

Published : Jan 5, 2020, 11:02 AM IST

ସେଲ୍ଫି ଉଠାଇବାରେ ମସଗୁଲ ଗ୍ୟାଙ୍ଗଷ୍ଟାର ସକିଲ । ନିଜ ସହ ସେଲରେ ରହୁଥିବା ଅନ୍ୟ କଏଦୀଙ୍କ ସହ ଫଟୋ ଉଠାଇ ଜେଲରେ ମୌଜ କରୁଛି ସକିଲ। ଅଧିକ ଖବର ପଢନ୍ତୁ...

_sakil
ସକିଲ କରୁଛି ସୌକ,ଜେଲରୁ ଆସୁଛି ସେଲଫି

କଟକ: ଚୌଦ୍ବାର ଜେଲରେ ସେଲ୍ଫି ଉଠାଇବାରେ ମସଗୁଲ ଗ୍ୟାଙ୍ଗଷ୍ଟାର ସକିଲ । ନିଜ ସହ ସେଲରେ ରହୁଥିବା ଅନ୍ୟ କଏଦୀଙ୍କ ସହ ଫଟୋ ଉଠାଇ କରୁଛି ମସ୍ତି ।

ସକିଲ କରୁଛି ସୌକ,ଜେଲରୁ ଆସୁଛି ସେଲଫି

ଜେଲ ଭିତରେ ମୋବାଇଲ ବାରଣ ଥିବା ସତ୍ତ୍ବେ କୁଆଡୁ ଓ କିଏ ଯୋଗାଉଛି ମୋବାଇଲ। ତାକୁ ନେଇ ଉଠିଛି ଏବେ ବଡ଼ ପ୍ରଶ୍ନ । ଏପରିକି ସୋସିଆଲ ମିଡିଆରେ ସକିଲ ନିଜର ଗାର୍ଲଫ୍ରେଣ୍ଡମାନକୁ ପଠାଉଛି ନିଜର ବିଭିନ୍ନ ପୋଜର ଫଟୋ ।

_sakil
ସକିଲ କରୁଛି ସୌକ,ଜେଲରୁ ଆସୁଛି ସେଲଫି

ଏହି ସମସ୍ତ ଘଟଣା ସେତେବେଳେ ସମ୍ନାକୁ ଆସିଥିଲା, ଯେତେବେଳେ ସକିଲର ଦ୍ବିତୀୟ ଗାର୍ଲଫ୍ରେଣ୍ଡ ପୋଲିସ ରାଡ଼ାରକୁ ଆସିଥିଲା । ତେବେ ଏହି ମୋବାଇଲ ବାରଣ କରିବା ନେଇ ଜେଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି ବୋଲି କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।

କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ

Intro:କଟକ: ଚୌଦାର ଜେଲ ରେ ସେଲ୍ଫି ଉଠାଇବାରେ ମସଗୁଲ ଗ୍ୟାଙ୍ଗଷ୍ଟାର ସକିଲ । ନିଜ ସହ ସେଲ ରେ ରହୁଥିବା ଅନ୍ୟ କଏଦୀ ମାନଙ୍କ ସହ ଫଟ ଉଠାଇ କରୁଛି ମସ୍ତି । ଜେଲ ଭିତରେ ମୋବାଇଲ ବାରଣ ଥିବା ସ୍ଵତ୍ତ୍ୱେ କୁଆଡୁ ଓ କିଏ ଯୋଗାଉଛି ମୋବାଇଲ । ତାକୁ ନେଇ ଉଠିଛି ଏବେ ବଡ଼ ପ୍ରଶ୍ନ ।

ଏପରିକି ସୋସିଆଲ ମିଡିଆରେ ସ୍ୱକୀଲ ନିଜର ଗାର୍ଲଫ୍ରେଣ୍ଡ ମାନକୁ ପଠାଉଛି ନିଜର ବିଭିନ୍ନ ପୋଜ ର ଫଟୋ । ଏହି ସମସ୍ତ ଘଟଣା ସେତେବେଳେ ସମ୍ନା କୁ ଆସିଥିଲା ଯେତେବେଳେ ସକିଲ ର ଦ୍ୱିତୀୟ ଗର୍ଲଫ୍ରେଣ୍ଡ ପୋଲିସ ରାଡ଼ାର କୁ ଆସିଥିଲା । ତେବେ ଏହି ମୋବାଇଲ ବାରଣ କରିବା ନେଇ ଜେଲ କର୍ତ୍ତୃପକ୍ଷ ଙ୍କୁ ଚିଠି ଲେଖା ଯାଇଛି ବୋଲି କହିଛନ୍ତି କଟକ ଡିସିପି ଅଖିଳେସ୍ୱର ସିଂ ।

Body:ବାଇଟ: ଅଖିଲେଶ୍ଵର ସିଂ( କଟକ ଡିସିପି)

edit story with both vo

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.