ETV Bharat / city

ସ୍ୱାଧୀନତା ଦିବସରୁ ଗାନ୍ଧୀ ଜୟନ୍ତୀ, ଲୋକେ ରହିବେ ସମ୍ପୂର୍ଣ୍ଣ ଫିଟ - ସ୍ୱାଧୀନତା ଦିବସ

ସ୍ୱାଧୀନତା ଦିବସରେ ‘ଆଜାଦି କା ଅମୃତ ମହୋତ୍ସବ’ ପାଳିତ ହେବ । ଆୟୋଜିତ ହେବ ଫିଟ ଇଣ୍ତିଆ ଫ୍ରିଡମ ରନ । ଅଧିକ ପଢନ୍ତୁ...

ସ୍ୱାଧୀନତା ଦିବସରୁ ଗାନ୍ଧୀ ଜୟନ୍ତୀ , ଲୋକେ ରହିବେ ସମ୍ପୂର୍ଣ୍ଣ ଫିଟ

author img

By

Published : Aug 12, 2021, 11:00 AM IST

କଟକ: ଚଳିତ ବର୍ଷ 75 ସ୍ୱାଧୀନତା ଦିବସରେ ଆଜାଦି କା ଅମୃତ ମହୋତ୍ସବ ପାଳିତ ହେବ । ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରାଣୟ ତରଫରୁ ଆୟୋଜିତ ହେବ ( fit india freedom run) ଫିଟ ଇଣ୍ତିଆ ଫ୍ରିଡମ ରନ । ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହେବେ କେନ୍ଦ୍ର ସରକାର ,ରାଜ୍ୟ ସରକାରଙ୍କ ସହିତ ସାମରିକ ବାହିନୀ,ସାମାଜିକ ଅନୁଷ୍ଠାନ,ସ୍କୁଲ,କଲେଜ ଛାତ୍ରଛାତ୍ରୀଙ୍କ ସହ ଯୁବକ ସଙ୍ଘର କର୍ମକର୍ତ୍ତା ।

ସ୍ୱାଧୀନତା ଦିବସରୁ ଗାନ୍ଧୀ ଜୟନ୍ତୀ , ଲୋକେ ରହିବେ ସମ୍ପୂର୍ଣ୍ଣ ଫିଟ

ମହାମାରୀ ସମୟରେ ଲୋକମାନଙ୍କୁ ସୁସ୍ଥ ରଖିବା କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ଏହାକୁ ଅଧିକ ବ୍ୟାପକ କରିବା ଏବଂ ଅଧିକ ମାତ୍ରାରେ ଲୋକଙ୍କୁ ସାମିଲ କରିବାକୁ ଆରମ୍ଭ ହୋଇଛି ବ୍ୟାପକ ବ୍ୟବସ୍ଥା । ନେହେରୁ ଯୁବ କେନ୍ଦ୍ର ସଙ୍ଘଠନର ଆଞ୍ଚଳିକ ନିର୍ଦେଶକ ନବୀନ କୁମାର ନାୟକ କଟକ ସ୍ୱରାଜ ଆଶ୍ରମରେ ଏକ ପ୍ରେସ ବିବୃତି ମାଧ୍ୟମରେ କାର୍ଯ୍ୟକ୍ରମର ରୂପରେଖ ପ୍ରଦାନ କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ଏହା 15 ଅଗଷ୍ଟ ଠାରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚାଲୁ ରହିବ । 18 କୋଟି କିମି ଦୌଡିବେ 5 କୋଟି ଲୋକେ । ଲୋକଙ୍କୁ ସୁସ୍ଥ ରଖିବାକୁ ଏହି କାର୍ଯ୍ୟକ୍ରମ ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ଆଞ୍ଚଳିକ ନିର୍ଦ୍ଦେଶକ ନବୀନ ନାୟକ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.