ETV Bharat / city

‘ୟସ’ ମୁକାବିଲା: ଅଗ୍ନିଶମ ବିଭାଗର ଜୋରଦାର ପ୍ରସ୍ତୁତି - ଓଡିଶା ଅଗ୍ନିଶମ ବିଭାଗ

ସମ୍ଭାବ୍ୟ ବାତ୍ୟା ୟସର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ଓଡିଶା ଅଗ୍ନିଶମ ବିଭାଗ । ଅଧିକ ପଢନ୍ତୁ...

ସାମ୍ଭାବ୍ୟ ବାତ୍ୟା: ମୁକାବିଲା ପାଇଁ ଓଡିଶା ଅଗ୍ନିଶମ ବିଭାଗର ଜୋରଦାର ପ୍ରସ୍ତୁତି

author img

By

Published : May 20, 2021, 1:17 PM IST

କଟକ: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଏହି ସମ୍ଭାବ୍ୟ ବାତ୍ୟା କେଉଁଠି ଲାଣ୍ଡଫଲ କରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ହେଲେ ଏହାର ମୁକାବିଲା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଓଡ଼ିଶା ଅଗ୍ନିଶମ ବିଭାଗ ମଧ୍ୟ ଏଥିପାଇଁ ଆଗୁଆ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ।

ରାଜ୍ୟର ସମସ୍ତ ଦମକଳ କେନ୍ଦ୍ର ବିଶେଷକରି ଉପକୂଳ ଜିଲ୍ଲାଗୁଡିକର ଅଗ୍ନିଶମ କେନ୍ଦ୍ରକୁ ସତର୍କ ରହିବାକୁ ସୂଚନା ଦିଆଯାଇଛି । ଏହାସହିତ ଆବଶ୍ୟକୀୟ ଉପକରଣଗୁଡ଼ିକୁ ମଧ୍ୟ ପ୍ରସ୍ତୁତ କରିବା ଏବଂ ସେଗୁଡିକୁ ବିଭିନ୍ନ ଦମକଳ କେନ୍ଦ୍ରକୁ ପଠାଯିବା କାର୍ଯ୍ୟ ଆରମ୍ଭ ହୋଇଛି । ୧୦୭ ଟି ନୂଆ ବୋଟକୁ ପ୍ରସ୍ତୁତ କରାଯାଇ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯିବ ବୋଲି ଜଣାପଡିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.