ETV Bharat / city

ଏସସିବି ମେଡିକାଲ ଟ୍ରାଫିକ୍‌ ସମସ୍ୟା: ଆରମ୍ଭ ହେଲା ଉଚ୍ଛେଦ

author img

By

Published : May 12, 2022, 6:06 PM IST

Updated : May 12, 2022, 6:28 PM IST

ଏସସିବି ମେଡିକାଲ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା । ରାଣୀହାଟ ଗେଟ୍‌ ନିକଟରେ ଥିବା ଅନେକ ବେଆଇନ ଦୋକାନ ଓ ଡକ୍ଟର କ୍ୱାଟର୍ସକୁ ଉଚ୍ଛେଦ କରିଛି କଟକ ମହାନଗର ନିଗମ । ଅଧିକ ପଢନ୍ତୁ

ଏସିବି ମେଡିକାଲ ଟ୍ରାଫିକ୍‌ ସମସ୍ୟା: ଆରମ୍ଭ ହେଲା ଉଚ୍ଛେଦ

କଟକ: ଏସସିବି ମେଡିକାଲ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା । ରାଣୀହାଟ ଗେଟ୍‌ ନିକଟରେ ଥିବା ଅନେକ ବେଆଇନ ଦୋକାନ ଓ ଡକ୍ଟର କ୍ୱାଟର୍ସକୁ ଉଚ୍ଛେଦ କରିଛି କଟକ ମହାନଗର ନିଗମ । କାରଣ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ମେଡିକାଲ ରୋଡ଼କୁ ଆହୁରି ପ୍ରଶସ୍ତ କରିବା ପାଇଁ ଏସସିବି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।

ଏସସିବି ମେଡିକାଲ ଟ୍ରାଫିକ୍‌ ସମସ୍ୟା: ଆରମ୍ଭ ହେଲା ଉଚ୍ଛେଦ

ତେବେ ଏହି ଦିଗକୁ ନଜର ରଖି ସିଏମସି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି । ଏହି ଉଚ୍ଛେଦକୁ ନେଇ ଦୀର୍ଘଦିନ ହେବ ବ୍ୟବସାୟ କରୁଥିବା ବ୍ୟବସାୟୀମାନଙ୍କ ମଧ୍ୟରେ ଦୁଃଖ ଦୃଷ୍ଟି ଗୋଚର ହୋଇଛି । ଉଚ୍ଛେଦ ହୋଇଥିବା ବ୍ୟବସାୟୀଙ୍କ ଦୋକାନ ପାଇଁ ଅନ୍ୟତ୍ର ଥଇଥାନ ନେଇ ସିଏମସି ସହ ଆଲୋଚନା ହୋଇଛି ବୋଲି ଏସସିବି ମେଡିକାଲ ପ୍ରଶାସନିକ ଅଧକାରୀ କହିଛନ୍ତି ।

କଟକରୁ ପ୍ରଭୁ କଲ୍ଯାଣ ପାଲ, ଇଟିଭି ଭାରତ

Last Updated : May 12, 2022, 6:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.