ETV Bharat / city

ପେଟ୍ରୋଲିଂ ବେଳେ ବନବିଭାଗ ଗାଡି ଦଳି ଦେଲେ ହାତୀପଲ

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ କଟକ ଚୌଦ୍ବାର ବନଖଣ୍ଡର ବନବିଭାଗ କର୍ମଚାରୀ । ଆକ୍ରମଣରେ କିଛି ବନବିଭାଗ କର୍ମଚାରୀ ଆହତ ହୋଇଛନ୍ତି। ଯେଉଁ ଗାଡିରେ ବନ ବିଭାଗ କର୍ମଚାରୀ ଏଲିଫ୍ୟାଣ୍ଟ ପେଟ୍ରୋଲିଂରେ ଯାଇଥିଲେ ।

author img

By

Published : Aug 2, 2019, 12:02 AM IST

ଫଟୋ ସୌଜନ୍ୟ: ସମ୍ବାଦଦତା, କଟକ

କଟକ: ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ କଟକ ଚୌଦ୍ବାର ବନଖଣ୍ଡର ବନବିଭାଗ କର୍ମଚାରୀ । ଆକ୍ରମଣରେ କିଛି ବନବିଭାଗ କର୍ମଚାରୀ ଆହତ ହୋଇଛନ୍ତି। ବନ ବିଭାଗ କର୍ମଚାରୀ ପେଟ୍ରୋଲିଂ କରିବାକୁ ଯାଇଥିବା ବେଳେ ହାତୀପଲ କରିଛନ୍ତି ଆକ୍ରମଣ । ହାତୀ ଆକ୍ରମଣରେ ଗାଡିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ।

ଏ ସମ୍ପର୍କରେ ଡିଏଫଓ କହିଛନ୍ତି କର୍ମଚାରୀଙ୍କ ପାଖେ ହାତୀ ଘଉଡାଇବା ଲାଗି ବାଣ ନିଆଁ ହୁଳା ଥିବା ସତ୍ତ୍ବେ ହାତୀ ଅତର୍କିତ ଆକ୍ରମଣ କରିଥିଲା। ତେବେ କୌଣସି କର୍ମଚାରୀଙ୍କର କ୍ଷତି ହୋଇ ନଥିବା ଜଣା ପଡିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ଚୋୖଦ୍ୱାର ବନଖଣ୍ଡର କିଛି ବନବିଭାଗ କର୍ମଚାରୀ ହାତୀ ଆକ୍ରମଣରେ ଆହତ ହୋଇଛନ୍ତି। ଯେଉଁ ଗାଡ଼ି ରେ ବନ ବିଭାଗ କର୍ମଚାରୀ ଏଲିଫ୍ୟାଣ୍ଟ ପେଟ୍ରଲିଂରେ ଯାଇଥିଲେ , ହାତୀ ଆକ୍ରମଣରେ ସେ ଗାଡି ଟି ସମ୍ପୂର୍ଣ ନଷ୍ଟ ହୋଇଛି। ତେବେ ଏ ସମ୍ପର୍କରେ ଡିଏଫଓ କହିଛନ୍ତି ଆମ କର୍ମଚାରୀଙ୍କ ପାଖେ ହାତୀ ଘଉଡାଇବା ଲାଗି ବାଣ ନିଆଁ ହୁଳା ଥିବା ସତ୍ୱେ ହାତୀ ଅତର୍କିତ ଆକ୍ରମଣ କରିଥିଲା। ତେବେ କୌଣସି କର୍ମଚାରୀ ଙ୍କର କ୍ଷତି ହୋଇ ନ ଥିବା ଜଣା ପଡ଼ିଛି।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.