ETV Bharat / city

ବିଶ୍ୱବିଦ୍ୟାଳୟ ଆଇନ ପରିବର୍ତ୍ତନକୁ ଡ଼ିଏସଓ ଛାତ୍ରସଙ୍ଗଠନର ବିରୋଧ - DSO student body opposes

ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ ୨୦୦୫ ଓ ବିଶ୍ୱବିଦ୍ୟାଳୟ ଆଇନ ୧୯୮୯କୁ ପରିବର୍ତ୍ତନ ନିଷ୍ପତ୍ତିକୁ କଟକରେ ବିରୋଧ । ଅଧିକ ପଢନ୍ତୁ...

DSO student body opposes for the university law change
ବିଶ୍ୱବିଦ୍ୟାଳୟ ଆଇନ ପରିବର୍ତ୍ତନକୁ ଡ଼ିଏସଓ ଛାତ୍ରସଙ୍ଗଠନର ବିରୋଧ
author img

By

Published : Sep 5, 2020, 7:09 PM IST

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ ୨୦୦୫ ଓ ବିଶ୍ୱବିଦ୍ୟାଳୟ ଆଇନ ୧୯୮୯କୁ ପରିବର୍ତ୍ତନ ନିଷ୍ପତ୍ତିକୁ କଟକରେ ବିରୋଧ । ଏହାକୁ ବିରୋଧ କରି ଅଲ ଇଣ୍ଡିଆ ଡ଼ିଏସଓ ଛାତ୍ର ସଙ୍ଗଠନ କଟକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ।

ବିଶ୍ୱବିଦ୍ୟାଳୟ ଆଇନ ପରିବର୍ତ୍ତନକୁ ଡ଼ିଏସଓ ଛାତ୍ରସଙ୍ଗଠନର ବିରୋଧ

ଏହି ନିଷ୍ପତିକୁ ପ୍ରତ୍ୟାହାର କରିବା ଦାବି କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ମାନପତ୍ର ପ୍ରଦାନ କରିଛି ଏହି ସଙ୍ଗଠନ ।

ଏହି ଆଇନ ପ୍ରତ୍ୟାହାର କରାନଗଲେ ଗୁଣାତ୍ମକ ଶିକ୍ଷାରେ ପ୍ରଭାବ ପଡିବ। କୁଳପତି ଚୟନ ଠାରୁ ଆରମ୍ଭ କରି ସମସ୍ତ କାମରେ ବ୍ୟାପକ ଦୁର୍ନୀତି ହେବ ବୋଲି ଏହି ଛାତ୍ରସଙ୍ଗଠନ ଦାବି କରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.