ETV Bharat / city

ବିଦ୍ୟୁତ ଦର ବୃଦ୍ଧି ନେଇ ତେଜୁଛି ଅସନ୍ତୋଷ, ନିଷ୍ପତିକୁ ପ୍ରତ୍ୟାହାର ପାଇଁ ଦାବି - increase the electricity bill

ବିଦ୍ୟୁତ ବିଲ ୟୁନିଟ ପିଛା 20 ପଇସା ବୃଦ୍ଧି ପାଇବା ନେଇ ଘୋଷଣା ପରେ ତେଜୁଛି ଅସନ୍ତୋଷ । ତେବେ ଯଥା ଶୀଘ୍ର ଏହି ନିଷ୍ପତିକୁ ପ୍ରତ୍ୟାହାର କରିବାକୁ ଦାବି କରିଛି ବିଦ୍ୟୁତ ଉପଭୋକ୍ତା ମଞ୍ଚ । ଅଧିକ ପଢନ୍ତୁ...

Dissatisfaction consumers due to increase the electricity bill
ବିଦ୍ୟୁତ ଦର ବୃଦ୍ଧି ନେଇ ତେଜୁଛି ଅସନ୍ତୋଷ, ନିଷ୍ପତିକୁ ପ୍ରତିହାର ପାଇଁ ଦାବି
author img

By

Published : Sep 29, 2020, 2:24 PM IST

କଟକ: ବଡ଼ ଦୁଃଖ ଓ ପରିତାପର ବିଷୟ ଯେ, କୋରୋନା ମହାମାରୀ ସମୟରେ ଦୀର୍ଘଦିନ ଧରି ଜୀବନ ଜୀବିକା ପାଇଁ ଲଢ଼େଇ କରୁଥିବା ଲୋକଙ୍କ ଉପରେ ବିଦ୍ୟୁତ ଦର ବୃଦ୍ଧି ଏକ ଶକ୍ତ ଆଘାତ ଆଣିଦେଇଛି । ବିଦ୍ୟୁତ ବିଲ ୟୁନିଟ ପିଛା 20 ପଇସା ବୃଦ୍ଧି ପାଇବା ନେଇ ଘୋଷଣା ପରେ ତେଜୁଛି ଅସନ୍ତୋଷ । କାରଣ ମହାମାରୀ କୋରୋନା ପାଇଁ ଆର୍ଥିକ ସ୍ଥିତି ଏତେ ନିମ୍ନ କୁ ଚାଲି ଯାଇଛି ଯେ ଲୋକଙ୍କ ପକ୍ଷେ ଚଳିବା ବି ବହୁତ କଷ୍ଟସାଧ୍ୟ ହୋଇ ପଡ଼ିଛି ।

ବିଦ୍ୟୁତ ଦର ବୃଦ୍ଧି ନେଇ ତେଜୁଛି ଅସନ୍ତୋଷ, ନିଷ୍ପତିକୁ ପ୍ରତିହାର ପାଇଁ ଦାବି

ତେବେ ଏହାରି ଭିତରେ ରାଜ୍ୟ ସରକାରଙ୍କ ଏହି ଘୋଷଣା ସାଧାରଣ ଲୋକଙ୍କୁ ଅସବ୍ୟସ୍ତ କରିଛି । ତେବେ ଯଥା ଶୀଘ୍ର ଏହି ନିଷ୍ପତିକୁ ପ୍ରତ୍ୟାହାର କରିବାକୁ ଦାବି କରିଛି ବିଦ୍ୟୁତ ଉପଭୋକ୍ତା ମଞ୍ଚ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.