ETV Bharat / city

ଫେକ୍ ଟ୍ବିଟକୁ ବିଶ୍ୱାସ କରନ୍ତୁ ନାହିଁ: ଡେପୁଟି କମିଶନର - ଡେପୁଟି କମିଶନର ଅଭିନାଶ ରାଉତ

ବଜାରରେ ଘୂରି ବୁଲୁଛି ସିଏମସି ଫେକ୍ ଟ୍ବିଟ୍ । ସଟଡାଉନକୁ ବଢାଇଥିବା ନେଇ ଏହି ଟ୍ବିଟରେ ଉଲ୍ଲେଖ କରାଯାଇଛି । ହେଲେ ସାବଧାନ ଏହାଉପରେ ବିଶ୍ୱାସ କରନ୍ତୁ ନାହିଁ । କାରଣ ସିଏମସି ଏଯାବତ ସଟଡାଉନ ବୃଦ୍ଧି କରିବା ନେଇ କୌଣସି ଯୋଜନା ହିଁ କରିନାହିଁ ।

corona
ଫେକ୍ ଟ୍ବିଟକୁ ବିଶ୍ୱାସ କରନ୍ତୁ ନାହିଁ
author img

By

Published : Jul 11, 2020, 1:52 PM IST

କଟକ:ବଜାରରେ ଘୂରି ବୁଲୁଛି ସିଏମସିର ଫେକ୍ ଟ୍ବିଟ୍ । ସଟଡାଉନକୁ ବଢାଇଥିବା ନେଇ ଏହି ଟ୍ବିଟରେ ଉଲ୍ଲେଖ କରାଯାଇଛି । ହେଲେ ସାବଧାନ! ଏହାଉପରେ ବିଶ୍ୱାସ କରନ୍ତୁ ନାହିଁ । କାରଣ ସିଏମସି ଏଯାବତ ସଟଡାଉନ ବୃଦ୍ଧି କରିବା ନେଇ କୌଣସି ଯୋଜନା ହିଁ କରିନାହିଁ ।

ଫେକ୍ ଟ୍ବିଟକୁ ବିଶ୍ୱାସ କରନ୍ତୁ ନାହିଁ

ତେବେ ଏହା ସମ୍ପୂର୍ଣ୍ଣ ଗୁଜବ ବୋଲି କହିଛନ୍ତି ଡେପୁଟି କମିଶନର ଅଭିନାଶ ରାଉତ । ଏହାସହ ସାଇବର ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇରଥିବା ନେଇ ସିଏମସି ପକ୍ଷରୁ ସ୍ପଷ୍ଟ ହୋଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.