ETV Bharat / city

ନୂଆ ବସ ଟର୍ମିନାଲ ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ - Cuttack New Bus Terminal

କଟକରେ ନୂଆ ବସ ଟର୍ମିନାଲ ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ । ଅଧିକ ପଢନ୍ତୁ...

ନୂଆ ବସ ଟର୍ମିନାଲ ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

author img

By

Published : Jan 30, 2021, 2:11 PM IST

କଟକ: ନେତାଜୀ ବସ ଟର୍ମିନାଲ ପାଇଁ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ ବାଦାମବାଡ଼ି ବାଳିକା ବିଦ୍ୟାଳୟ ଉଚ୍ଛେଦ ହୋଇଛି । ନିକଟରେ ଥିବା ସରକାରୀ ଜମିରେ ମଧ୍ୟ ଉଚ୍ଛେଦ ଆରମ୍ଭ ହୋଇଛି ।

ନୂଆ ବସ ଟର୍ମିନାଲ ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଆସନ୍ତା 3 ତାରିଖ ସୁଦ୍ଧା ବିଶ୍ଵନାଥ ପଣ୍ଡିତ ପାଠାଗାର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସିଡିଏ ସେକ୍ଟର 6ରେ ଥିବା OAT ବିଲ୍ଡିଂକୁ ପାଠାଗାର ସ୍ଥାନାନ୍ତରିତ ହେବ ବୋଲି ଜଣାପଡିଛି ।

ତେବେ ସମୁଦାୟ 12 ଏକର ଜମିରେ ନିର୍ମାଣ ହେବ ବସ ଟର୍ମିନାଲ । ଗତ 23 ତାରିଖରେ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଛନ୍ତି । ତେବେ ଏହି ଉଛେଦ ପ୍ରକ୍ରିୟାକୁ ସ୍ବାଗତ କରିବା ସହ ପୁରାତନ ସ୍କୁଲ ଭାଙ୍ଗିବା ଦିଗରେ କିଛି ମାତ୍ରାରେ ମର୍ମାହତ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.