ETV Bharat / city

କଟକରେ ଭିନ୍ନ କଳାକୃତି, ଡିବିରି ଧୂଆଁରେ ଚିତ୍ରକରି ଚର୍ଚ୍ଚାରେ ଦୀପକ

କଟକରେ ଭିନ୍ନ କଳାକୃତି । ଡିବିରି ଧୂଆଁରେ ଚିତ୍ରକରି ଚର୍ଚ୍ଚାରେ ଝାଞ୍ଜିରମଙ୍ଗଳାର ଦୀପକ ବିଶ୍ବାଳ ।

author img

By

Published : Jun 18, 2019, 9:04 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଜୀବନରେ ସମସ୍ତଙ୍କୁ ଦିନେ ନା ଦିନେ ବଡ ହେବାର ସ୍ୱପ୍ନ ରହିଥାଏ । ସେ ଯେଉଁ କ୍ଷେତ୍ରରେ ବା ହେଇଥାଉ । କେବଳ ସେ ଦିଗରେ ନିଷ୍ଠା ଓ ଏକାଗ୍ରତା ରହିବା ନିତ୍ୟନ୍ତ ଆବଶ୍ୟକ । ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି କଟକ ଝାଞ୍ଜିରୀମଙ୍ଗଳାରେ । ଯେଉଁଟି ଡିବିରି ଧୂଆଁରେ ଏକ ନୂତନ ଉଦ୍ଭାବନ କରିବାକୁ ଯାଉଛନ୍ତି ଦୀପକ ବିଶ୍ୱାଳ । ପିଲାବେଳର ସ୍ୱପ୍ନକୁ ପୂରଣ କରିବା ଦିଗରେ ଦିନ ରାତି ଏକ କରି ଡିବିରି ଧୂଆଁ ଚିତ୍ରକଳାରେ ନିଜକୁ ସବୁ ଦିନ ପାଇଁ ନିୟୋଜିତ କରିଛନ୍ତି ଦୀପକ । ତେବେ ପୁଅର ଏପରି ନିଷ୍ଠା କୁ ବେଶ ସମର୍ଥନ ଜଣାଇଛନ୍ତି ପରିବାର ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ପଢିବା ସମୟରେ ମଧ୍ୟ ପାଠ ଅପେକ୍ଷା କଳା ପ୍ରତି ଥଲା ତାଙ୍କର ବେଶ ଭଲ ପାଇବା । କିନ୍ତୁ କଲେଜ ଜୀବନ ପରେ ପରେ ଏକ ବ୍ରିଟିଶ କଳାକାରଙ୍କ ଏହି ଧୁମ୍ର ଚିତ୍ର କଳା ଦେଖି ବେଶ ପ୍ରଭାବିତ ହୋଇଥିଲେ ସେ । ଆଉ ଜୀବନରେ ଏହି ଦିଗରେ ନିଜକୁ ଏକ ପ୍ରତିଷ୍ଠିତ କରିବା ପାଇଁ ଭାବି ନେଇଥିଲେ ଦୀପକ ।

ପ୍ରଥମେ ପୁଅର ଧୂଆଁରେ ଚିତ୍ରାଙ୍କନ ପରିବାର ଲୋକଙ୍କୁ ପସନ୍ଦ ଆସିନଥିଲା । ପରେ ମାଙ୍କ ସମର୍ଥନରେ ଦୀପକ ଏହାକୁ ଜାରି ରଖିଥିଲେ । ଆଉ ଏବେ ଏହି ନିଆରା ଚିତ୍ରକଳା ଫଳରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସେ ।

ତାରକସି ସହରରେ ଏପରି ଏକ ନିଆରା କଳା ସମସ୍ତଙ୍କୁ ଆଶ୍ଟର୍ଯ୍ୟ କରିଛି । ତେବେ ଏହି କଳାକୁ ସରକାରୀ ପ୍ରୋତ୍ସାହନ ମିଳିଲେ ଏହା ଆହୁରି ପ୍ରସିଦ୍ଧି ଲାଭ କରିବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଜୀବନରେ ସମସ୍ତଙ୍କୁ ଦିନେ ନା ଦିନେ ବଡ଼ ହେବାର ସ୍ୱପ୍ନ ରହିଥାଏ । ସେ ଯେଉଁ କ୍ଷେତ୍ରରେ ବା ହେଇଥାଉ । କେବଳ ସେ ଦିଗରେ ନିଷ୍ଠା ଓ ଏକାଗ୍ରତା ରହିବା ନିତ୍ୟନ୍ତ ଆବଶ୍ୟକ । ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି କଟକ ଝାଞ୍ଜିର ମଙ୍ଗଳା ରେ । ଯେଉଁଟି ଡିବି ଧୂଆଁ ରେ ଏକ ନୂତନ ଉଦ୍ଭାବନ କରିବାକୁ ଯାଉଛନ୍ତି ଦୀପକ ବିଶ୍ୱାଳ । ପିଲା ବେଳ ସ୍ୱପ୍ନ କୁ ପୁରଣ କରିବା ଦିଗରେ ଦିନ ରାତ୍ରି ଏକ କରି ଡିବି ଧୂଆଁ ଚିତ୍ର କଳା ରେ ନିଜକୁ ସବୁ ଦିନ ପାଇଁ ନିୟୋଜିତ କରିଛନ୍ତି ଦୀପକ । ତେବେ ପୁଅ ର ଏପରି ନିଷ୍ଠା କୁ ବେଶ ସମର୍ଥନ ଜଣାଇଛନ୍ତି ପରିବାର ଲୋକେ ।

Body:ଭିଓ୧: ପିଲା ବେଳୁ ନିକଜୁ ଚିତ୍ର କଳା ପ୍ରତି ସମର୍ପି ଦେଇଥିଲେ ଦୀପକ । ପଢିବା ସମୟରେ ମଧ୍ୟ ପାଠ ଅପେକ୍ଷା କଳା ପ୍ରତି ଥଲା ତାଙ୍କର ବେଶ ଭଲ ପାଇବା । କିନ୍ତୁ କଲେଜ ଜୀବନ ପରେପରେ ଏକ ବ୍ରିଟିଶ କଳାକାର ଙ୍କ ଏହି ଧୁମ୍ର ଚିତ୍ର କଳା ଦେଖି ବେଶ ପ୍ରଭାବିତ ହୋଇଥିଲେ ସେ । ଆଉ ଜୀବନ ରେ ଏହି ଦିଗରେ ନିଜକୁ ଏକ ପ୍ରତିଷ୍ଠିତ କରିବା ପାଇଁ ଭାବି ନେଇଥିଲେ ଦୀପକ । ଆଉ ଆଜି ପର୍ଯ୍ୟନ୍ତ ସେହି ଦିଗ ରେ ହାର ନମାନି ରାତି ଦିନ ଏକ କରି ଚାଲିପିଡ଼ିଛନ୍ତି ଦୀପକ ବିଶ୍ୱାଳ ।

ବାଇଟ: ଦୀପକ ବିଶ୍ୱାଳ

ଭିଓ୨: ପୂର୍ବରୁ ପୁଅ ର ଏପରି ହାବିଭଵ ଦେଖି ବାପା ମଧ୍ୟ ଦୀପକ ଙ୍କୁ ଗାଳିଗୁଲଜ କରୁଥିଲେ । କାରଣ ବ୍ୟବସାୟ ନକରି ଘରେ ବସି ଏପରି ଧୂଆଁ ରେ ଚିତ୍ରଙ୍କନ କରିବା ବାପାଙ୍କୁ ନାପସନ୍ଦ ଥିଲା । ସେଥିପାଇଁ ସେ ସମସ୍ତ କାର୍ଡ଼ବୋର୍ଡ ଜାଳି ପାଉଁଶ କରିଦେଇଥିଲେ । କିନ୍ତୁ ମାଆ ଙ୍କ ପରାମର୍ଶ ପରେ ପୁଣି ଚିତ୍ର କଳା ପ୍ରତି ମନ ବଳାଇଥିଲେ ଦିପକ । ଆଉ ଧିରେ ଧିରେ ଏହି ଡିବି ଧୂଆଁ ରେ ଅନେକ ଅନେକ ଚିତ୍ରକଳା ସ୍ଥାପନ କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଯାହାକୁ ନେଇ ନେଇ ବେଶ ଖୁସି ଓ ଉତ୍ସାହିତ ଅଛନ୍ତି ପରିବାର ଲୋକେ ।

ବାଇଟ: ବାସନ୍ତୀ ବିଶ୍ୱାଳ ( ମା )

Conclusion:ଫାଭିଓ : ତାରକସି ପ୍ରସିଦ୍ଧ କଟକ ରେ ଯଦି ଦୀପକ ଆରମ୍ଭ କରିଥିବା ନୂତନ ଆବିଷ୍କାର ସଫଳ ହୁଏ ତେବେ କଟକ ରେ ଏକ ନୂତନ କୀର୍ତ୍ତିମାନ ଯୋଡି ହୋଇଯିବ । ଆଉ ସାରା ବିଶ୍ୱ ରେ ଗୁଞ୍ଜରିତ ହେବ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ

visual byte on mojo plz check

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.