ETV Bharat / city

‘ବାସିଖାଦ୍ୟ ଉପରେ ଚଢ଼ାଉ ସିଏମସିର ଏକ ପ୍ରହସନ’ - cuttack people dislike raid on food stall

ବାଲିଯାତ୍ରାରେ ବାସି ଖାଦ୍ୟ ଉପରେ ପ୍ରଶାସନ ଚଢାଉ ଜାରି ରଖିଥିବା ବେଳେ ଏହାକୁ ନା ପସନ୍ଦ କରିଛନ୍ତି କଟକ ବାସିନ୍ଦା । ଚଢାଉ ନାଁରେ ପ୍ରହସନ ଚାଲିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି ।

‘ବାସିଖାଦ୍ୟ ଉପରେ ଚଢ଼ାଉ ସିଏମସିର ଏକ ପ୍ରହସନ’
author img

By

Published : Nov 20, 2019, 10:19 AM IST

କଟକ: ବାଲିଯାତ୍ରାରେ ଅନନ୍ୟ ଆକର୍ଷଣ ସୁଆଦିଆ ଖାଦ୍ୟ । ହେଲେ ବାସି ଖାଦ୍ୟ ବେପାର ଉପରେ ତୀକ୍ଷ୍ମ ନଜର ରଖିଛି ସିଏମସି । ପ୍ରଶାସନ ପକ୍ଷରୁ ଲଗାତାର ଚଢାଉ ଜାରି ରହିଥିବା ବେଳେ ବୁଧବାର ସକାଳୁ ସକାଳୁ ଖାଦ୍ୟ ଷ୍ଟଲ ଉପରେ ଛଡାଉ କରିଥିଲା ପ୍ରଶାସନ ।

‘ବାସିଖାଦ୍ୟ ଉପରେ ଚଢ଼ାଉ ସିଏମସିର ଏକ ପ୍ରହସନ’

ଏହି ଚଢାଉରେ ପାଖାପାଖି ସାଢେ 3 କୁଇଣ୍ଟାଲରୁ ଊର୍ଦ୍ଧ୍ବ ବାସୀ ଖାଦ୍ୟ ନଷ୍ଟ କରାଯାଇଛି । ଏଥିସହ ପାଖାପାଖି ୧୧ ହଜାର ୩୫୦ ଟଙ୍କା ଟଙ୍କା ଫାଇନ ମଧ୍ୟ କରିଛି ସିଏମସି । ଅନ୍ୟପଟେ ଏହି ଚଢାଉକୁ ନା ପସନ୍ଦ କରିଛନ୍ତି କଟକ ବାସିନ୍ଦା । ଚଢାଉ ନାଁରେ ପ୍ରହସନ କରାଯାଉଥିବା ଅଭିଯୋଗ ହୋଇଛି । ସିଏମସି କେବଳ ଛୋଟ ଛୋଟ ଖାଦ୍ୟ ଷ୍ଟଲ ଉପରେ ଚଢ଼ାଉ କରୁଥିବା ବେଳେ ବଡ଼ ବଡ଼ ଖାଦ୍ୟ ଷ୍ଟଲ ଉପରେ ଚଢ଼ାଉ କରୁନଥିବା କହିଛନ୍ତି କଟକ ବାସିନ୍ଦା । ଏପରିକି ବଡ଼ ବଡ଼ ଷ୍ଟଲ ମାନଙ୍କ ସହ ଭିତିରିଆ ବୁଝାମୁଣା ହୋଇଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ପ୍ରତ୍ୟକ ଦିନ ବାଲିଯାତ୍ରା ପଡ଼ିଆର ବିଭିନ୍ନ ଖାଦ୍ୟ ଷ୍ଟଲ ଉପରେ ଚଢ଼ାଉ କରି କୁଇଣ୍ଟାଲ କୁଇଣ୍ଟାଲ ବାସୀ ଖାଦ୍ୟ ଜବତ କରୁଛି ସିଏମସି।ଗତକାଲି ଉଭୟ ଉପର ଓ ତଳ ପଡ଼ିଆରୁ ପାଖାପାଖି ୭ କୁଇଣ୍ଟାଲ ରୁ ଅଧିକ ବାସିଖାଦ୍ୟ ଜବତ କରିଥିଲା ସିଏମସି।ସେହିପରି ଆଜି ମଧ୍ୟ ବିଭିନ୍ନ ଖାଦ୍ୟଷ୍ଟଲ ଉପରେ ଚଢ଼ାଉ କରି ସାଢେ ୩ କୁଇଣ୍ଟାଲ ରୁ ଅଧିକ ବାସିଖାଦ୍ୟ ଜବତ କରିଛି ସିଏମସି ।ଏଥିସହ ପାଖାପାଖି ୧୧ ହଜାର ୩୫୦ ଟଙ୍କା ଟଙ୍କା ଫାଇନ ମଧ୍ୟ କରିଛି ସିଏମସି।
ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ଚଢ଼ାଉ ପ୍ରକ୍ରିୟା ଏକ ପ୍ରହତ୍ସନ ବୋଲି ଅଭିଯୋଗ ହୋଇଛି।ସିଏମସି କେବଳ ଛୋଟ ଛୋଟ ଖାଦ୍ୟ ଷ୍ଟଲ ଉପରେ ଚଢ଼ାଉ କରୁଥିବା ଅଭିଯୋଗ ହୋଇଛି।ବଡ଼ ବଡ଼ ଖାଦ୍ୟ ଷ୍ଟଲ ଉପରେ ଚଢ଼ାଉ କରୁନଥିବା ମଧ୍ୟ ଅଭିଯୋଗ ହୋଇଛି।ବଡ଼ ବଡ଼ ଷ୍ଟଲ ମାନଙ୍କ ସହ ଭିତିରିଆ ବୁଝାମୁଣା ଯୋଗୁଁ ବଡ ବଡ ଖାଦ୍ୟ ଷ୍ଟଲ କୁ ମାପ କରାଯାଉଥିବା ଚର୍ଚ୍ଚା ହେଉଛି।

ବାଇଟ - ଶ୍ରୀନିବାସ ମହାନ୍ତି,କଟକ ବାସିନ୍ଦା।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.