ETV Bharat / city

ସାଇବର ଥାନାରେ ପରିଣତ ହେଲା କଟକର କାଫଲା ଫାଣ୍ଡି - କଟକ ସାଇବାର ଥାନା

ସାଇବର ଅପରାଧକୁ ରୋକିବା ପାଇଁ କଟକର କାଫଲା ଫାଣ୍ଡିକୁ ସାଇବାର ଥାନାରେ ପରିଣତ କରିଛନ୍ତି ରାଜ୍ୟ ସରକାର। ଅଧିକ ପଢନ୍ତୁ

ସାଇବାର ଥାନାରେ ପରିଣତ ହେଲା କଟକର କାଫଲା ଫାଣ୍ଡି

author img

By

Published : Jan 7, 2022, 9:49 AM IST

କଟକ: ସାଇବର ଅପରାଧକୁ ରୋକିବ ସାଇବର ଥାନା । ଏନେଇ କଟକର କାଫଲା ଫାଣ୍ଡିକୁ ସାଇବାର ଥାନାରେ ପରିଣତ କରିଛନ୍ତି ରାଜ୍ୟ ସରକାର। ସୋସିଆଲ ମିଡିଆରେ ହେଉଥିବା ଅପରାଧ ରୋକିବା ପାଇଁ ସରକାରଙ୍କ ଦ୍ବାରା ଆରମ୍ଭ ଦୋଇଥିଲା ଏହି ପ୍ରୟାସ । ଏନେଇ ଧନ୍ୟବାଦ ଜଣାଇଛନ୍ତି ପୋଲସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

କଟକର କାଫଲା ଫାଣ୍ଡିକୁ ସାଇବାର ଥାନାରେ ପରିଣତ କଲେ ରାଜ୍ୟ ସରକାର

ତେବେ ବର୍ତ୍ତମାନ ସମୟରେ ଓଡିଶାରେ ଅନେକ ସାଇବର ଅପରାଧ ଘଟୁଥିବା ବେଳେ ଏଭଳି ପଦକ୍ଷପ ନିଆଯାଇଛି । ସାଇବର ଅପରାଧ ଦ୍ବାରା ରାଜ୍ୟବାସୀ ଅନେକ ଠକାମୀର ଶିକାର ହେଉଛନ୍ତି । ଏଥିରେ ରୋକ ଲଗାଇବା ପାଇଁ ସାଇବର ଥାନା କରାଯାଉଛି । ତେବେ ସାଇବର ଏକ୍ସପର୍ଟ ନିଯୁକ୍ତି ପାଇଁ ସରକାର ଗ୍ରୀନ ସିଗ୍ନାଲ ଦେଇ ସାରିଛନ୍ତି। ଖୁବ ଶୀଘ୍ର ଏକ୍ସପର୍ଟ ନିଯୁକ୍ତି କରାଯାଇ ଅପରାଧ ରୋକାଯିବ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.