ETV Bharat / city

ବେହେରା କଲୋନୀରେ ଭୟ, ଆସୁଛି ଉଚ୍ଛେଦ ବିପଦ - ଆସୁଛି ଉଛେଦ ବିପଦ

ଆରମ୍ଭ ହୋଇଗଲାଣି ଉଚ୍ଛେଦ କାର୍ଯ୍ୟ । ଫେବୃଆରୀ 28 ସୁଧା ସରିବ ଜମି ଅଧିଗ୍ରହଣ କାମ ।  ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆସି ସାରିଛି ନିର୍ଦ୍ଦେଶ । ଯାହାକୁ ନେଇ ଆତଙ୍କିତ ବସ୍ତିବାସିନ୍ଦା । ଅଧିକ ପଢନ୍ତୁ...

cuttack-evection-case
cuttack-evection-case
author img

By

Published : Jan 30, 2020, 11:49 PM IST

Updated : Jan 31, 2020, 4:13 AM IST

କଟକ: ବିଶ୍ବ ସ୍ତରୀୟ ହେବ ଏସସିବି ମେଡିକାଲ । ଆରମ୍ଭ ହୋଇଗଲାଣି କାମ । ଫେବୃଆରୀ 28 ସୁଧା ସରିବ ଜମି ଅଧିଗ୍ରହଣ କାମ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆସି ସାରିଛି ନିର୍ଦ୍ଦେଶ। ତେବେ ଆରମ୍ଭ ହୋଇଛି ଉଛେଦ ପ୍ରକ୍ରିୟା । କିନ୍ତୁ ଏହାରି ଭିତରେ ମେଡିକାଲ ନିକଟରେ ରହୁଥିବା ବେହେରା କଲୋନୀକୁ ମାଡି ଆସୁଛି ବିପଦ ବାଦଲ ।

ବେହେରା କଲୋନୀରେ ଭୟ , ଆସୁଛି ଉଛେଦ ବିପଦ

କାରଣ ସରକାରୀ କ୍ବାର୍ଟରରେ ରହୁଛନ୍ତି ଅନେକ ପରିବାର । ଯେଉଁ ମାନେ ଏସିବିରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଛନ୍ତି । ତେବେ ଏହି ସରକାରୀ କ୍ବାର୍ଟରର ଉଛେଦ ପ୍ରକ୍ରିୟା ଆରମ୍ଭ ହେଲା ଦିନଠୁ କଲୋନୀ ବାସୀଙ୍କ ମନରେ ଏକ ପ୍ରକାର ଭୟ ଦୃଶ୍ୟ ମାନ ହେଉଛି । କେଉଁ ମୁହୂର୍ତ୍ତ ରେ ଘର ଭାଙ୍ଗିବ ତାହା ମଧ୍ୟ କହିହେବ ନାହିଁ । କାରଣ ଫେବୃଆରୀ 28 ସୁଧା ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହେବ । ଆଉ ଏସିବିକୁ ନୂଆ ରୂପରେ ଗଢ଼ି ତୋଳିବାକୁ ଅଣ୍ଟା ଭିଡି ସାରିଛନ୍ତି ରାଜ୍ୟ ସରକାର ।

ତେବେ କଲୋନୀ ବାସୀଙ୍କ ଦୁଃଖ କହିଲେ ନସରେ । ପିଲାଙ୍କ ମାଟ୍ରିକ ପରୀକ୍ଷା, ଯଦି ପିଲା ଫେଲ ହୁଏ ତେବେ ଏଥି ପ୍ରତି କିଏ ଦାୟୀ ରହିବ ବୋଲି ପ୍ରଶ୍ନ କରିଛନ୍ତି ବାସୀନ୍ଦା। ତେବେ ପିଲାଙ୍କ ଭବିଷ୍ୟକୁ ଚାହିଁ ଥଇଥାନ ବାବଦ ଗୋଟିଏ ଘର ଆଉ ଭାଙ୍ଗିବା ପୂର୍ବରୁ କିଛି ସମୟ ଦେବା ପାଇଁ ଦାବି କରିଛନ୍ତି କଲୋନୀ ବାସିନ୍ଦା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ବିଶ୍ୱ ସ୍ତରୀୟ ହେବ ଏସସିବି ମେଡିକାଲ । ଆରମ୍ଭ ହୋଇଗଲାଣି କାମ । ଫ୍ରେବ୍ରୁଆରୀ 28 ସୁଧା ସରିବ ଜମି ଅଧିଗ୍ରହଣ କାମ । ଏନେଇ ରାଜ୍ୟ ସରକାର ଙ୍କ ପକ୍ଷରୁ ଆସି ସାରିଛି ନିର୍ଦେଶ । ତେବେ ଆରମ୍ଭ ହୋଇଛି ଉଛେଦ ପ୍ରକ୍ରିୟା । କିନ୍ତୁ ଏହାରି ଭିତରେ ମେଡିକାଲ ନିକଟରେ ରହୁଥିବା ବେହେରା କଲୋନୀ ରେ ବିପଦ ବାଦଲ ମାଡି ଆସୁଛି । କାରଣ ସରକାରୀ କ୍ୱାଟର ରେ ରହୁଛନ୍ତି ଅନେକ ପରିବାର । ଯେଉଁ ମାନେ କି ଏସିବି ରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଛନ୍ତି ।

ତେବେ ଏହି ସରକାରୀ କ୍ୱାଟର ଉଛେଦ ପ୍ରକ୍ରିୟା ଆରମ୍ଭ ହେଲା ଦିନଠୁ କଲୋନୀ ବାସୀ ଙ୍କ ମନରେ ଏକ ପ୍ରକାର ଭୟ ଦୃଶ୍ୟ ମାନ ହେଉଛି । କେଉଁ ମୁହୂର୍ତ୍ତ ରେ ଘର ଭାଙ୍ଗିବ ତାହା ମଧ୍ୟ କହିହେବ ନାହିଁ । କାରଣ ଫ୍ରେବ୍ରୁଆରୀ 28 ସୁଧା ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହେବ । ଆଉ ଏସିବି କୁ ନୂଆ ରୂପରେ ଗଢ଼ି ତୋଳିବାକୁ ଅଣ୍ଟା ଭିଡି ସାରିଛନ୍ତି ରାଜ୍ୟ ସରକାର ।

ତେବେ କଲୋନୀ ବାସୀ ଙ୍କ ଦୁଃଖ କହିଲେ ନସରେ । ପିଲା ଙ୍କ ମାଟ୍ରିକ ପରୀକ୍ଷା , ଯଦି ପିଲା ଫେଲ ହୁଏ ତେବେ ଏଠି ପ୍ରତି କିଏ ଦାୟୀ ରହିବ ବୋଲି ପ୍ରଶ୍ନ କରିଛନ୍ତି ବାସୀନ୍ଧା । ତେବେ ପିଲା ଙ୍କ ଭବିଷ୍ୟ କୁ ଚାହିଁ ଥଇଥାନ ବାବଦ ଗୋଟିଏ ଘର ଆଉ ଭାଙ୍ଗିବା ପୂର୍ବରୁ କିଛି ସମୟ ଦେବା ପାଇଁ ଦାବି କରିଛନ୍ତି କଲୋନୀ ବାସୀନ୍ଧା ।

Body:ବାଇଟ: ଜେମା ଦେଇ (ବାସୀନ୍ଧା)
ବାଇଟ:ଶଶୀଭୂଷଣ (ବାସୀନ୍ଧା)

Conclusion:
Last Updated : Jan 31, 2020, 4:13 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.