ETV Bharat / city

ସାଂସଦ ଅନୁଭବଙ୍କୁ ଦଳର ଅଣଦେଖା ଅଭିଯୋଗ ଭିତ୍ତିହୀନ: ଦେବାଶିଷ

author img

By

Published : May 20, 2022, 6:08 PM IST

କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ସୋସିଆଲରେ ନିଜସ୍ବ ବ୍ୟକ୍ତିଗତ ଭିଡିଓ ଭାଇରାଲ ପରେ ପ୍ରତିକିୟା ରଖିଲେ କଟକ ଜିଲା ବିଜେଡି ସଭାପତି ତଥା ପୁର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ଅଧିକ ପଢନ୍ତୁ

ଦେବାଶିଷ ସାମନ୍ତରାୟ
ଦେବାଶିଷ ସାମନ୍ତରାୟ

କଟକ: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ସୋସିଆଲରେ ନିଜସ୍ବ ବ୍ୟକ୍ତିଗତ ଭିଡିଓ ଭାଇରାଲ ପରେ ପ୍ରତିକିୟା ରଖିଲେ କଟକ ଜିଲା ବିଜେଡି ସଭାପତି ତଥା ପୁର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ଦେବାଶିଷ କହିଛନ୍ତି ମୁଁ ସେହି ଭିଡିଓ କୁ ଦେଖିଛି। ସେ ତାଙ୍କ ମନର କଥା ବିସ୍ତୃତ ଭାବରେ କହିଛନ୍ତି। ସେ କରିଥିବା ଅପିଲରେ କେନ୍ଦ୍ରାପଡାର ସାଂସଦ ହିସାବରେ ଜିଲାବାସୀଙ୍କୁ ନୈତିକ ବାର୍ତ୍ତା ଦେବାର ଆବଶ୍ୟକତା ଥିଲା । ରାଜନୈତିକ ଦୃଷ୍ଟି କୋଣରୁ କେନ୍ଦ୍ରାପଡା ଜିଲାର ରହିଛି ବେଶ ଗୁରୁତ୍ବ। ଲୋକେ ତାଙ୍କ ଉପରେ ଭରସା ଓ ବିଶ୍ବାସ ରଖି ତାଙ୍କୁ ବିଜୟୀ କରିଛନ୍ତି। ତାଙ୍କୁ ପରୋକ୍ଷରେ ଦଳ ଯେଉଁ ଅଣଦେଖା କରିବା କଥା ଉଠୁଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାସହ ଷ୍ଟାର ପ୍ରଚାରକ ତାଲିକାରେ ତାଙ୍କ ନାଁ ନ ରହିବ ଦିଗରେ ପ୍ରତିକ୍ରିୟା ରଖିଛନ୍ତି ଦେବାଶିଷ।

ସାଂସଦ ଅନୁଭବ ମହାନ୍ତିଙ୍କୁ ଦଳ ଅଣଦେଖା କରିବା ଅଭିଯୋଗ ଭିତ୍ତିହୀନ: ଦେବାଶିଷ ସାମନ୍ତରାୟ

ନିର୍ଦ୍ଧିଷ୍ଟ ଅଞ୍ଚଳ ଅନୁସାରେ ଦଳ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରିଥାଏ । ଦଳ ଯାହାକୁ ଷ୍ଟାର କ୍ୟାମ୍ପେନର ଭାବରେ ଚୟନ କରିଥାଏ ସେହିମାନେ ହିଁ ପ୍ରଚାର କରିଥାନ୍ତି। ତେବେ ଏହି ପ୍ରସଙ୍ଗରେ ଅଧିକ ମତାମତ ରଖିବା ଉଚିତ ଭାବୁନାହିଁ ବୋଲି କହିଛନ୍ତି ପୁର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.