ETV Bharat / city

ଲକଡାଉନରେ ରକ୍ତାଭାବ ଦୂର କରିବ କଂଗ୍ରେସର ‘ଅମୃତଧାର’ କାର୍ଯ୍ୟକ୍ରମ

author img

By

Published : Jun 1, 2020, 9:26 PM IST

Updated : Jun 1, 2020, 9:46 PM IST

କଟକ ନଗର କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ରକ୍ତଦାନ ଅଭିଯାନ ‘ଅମୃତଧାର’ । ସୋମବାର ବାରବାଟୀ କଟକ ବିଧାୟକ ଇଂ ମହମ୍ମଦ ମୋକିମଙ୍କ ସମେତ ନଗର କଂଗ୍ରେସର ଅନେକ ବରିଷ୍ଠ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

blood deficity amid lockdown, cuttack latest news, congress's amrutadhar programme, cuttack city congress, ଲକଡାଉନରେ ରକ୍ତାଭାବ, କଟକ ଲାଟେଷ୍ଟ ନ୍ୟୁଜ୍‌, କଂଗ୍ରେସର ଅମୃତଧାର କାର୍ଯ୍ୟକ୍ରମ, ଅମୃତଧାର କାର୍ଯ୍ୟକ୍ରମ, କଟକ ନଗର କଂଗ୍ରେସ
ଲକଡାଉନରେ ରକ୍ତାଭାବ ଦୂର କରିବ କଂଗ୍ରେସର ‘ଅମୃତଧାର’ କାର୍ଯ୍ୟକ୍ରମ

କଟକ: କଟକ ନଗର କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ରକ୍ତଦାନ ଅଭିଯାନ ‘ଅମୃତଧାର’ । ସୋମବାର ବାରବାଟୀ କଟକ ବିଧାୟକ ଇଂ ମହମ୍ମଦ ମୋକିମଙ୍କ ସମେତ ନଗର କଂଗ୍ରେସର ଅନେକ ବରିଷ୍ଠ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରକ୍ତ ଅଭାବରୁ ଯେପରି କେହି ଅସୁବିଧାର ସମ୍ମୁଖୀନ ନ ହେବେ ତାହାକୁ ଦୃଷ୍ଟିରେ ରଖି କଂଗ୍ରେସ ଏଭଳି ନିଷ୍ପତ୍ତି ନେଇଛି ।

ତେବେ ସହରର ସମସ୍ତ ନାଗରିକଙ୍କୁ ଏହି ମହତ ଉଦ୍ଦେଶ୍ୟରେ ସାମିଲ ହେବାକୁ ଅନୁରୋଧ କରାଯିବ ବୋଲି ବିଧାୟକ ସୂଚନା ଦେଇଛନ୍ତି । ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିରଞ୍ଜନ ରଥ ଏହି କାର୍ଯ୍ୟକ୍ରମକୁ ସୋମବାର ଉଦ୍‌ଘାଟନ କରିଥିଲେ । ଏହି ଶିବିରରେ ବହୁ ସଂଖ୍ୟାରେ ରକ୍ତଦାତା ପହଞ୍ଚି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jun 1, 2020, 9:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.