ETV Bharat / city

କଟକରେ ବିଜେଡି କ୍ଲିନ ସୁଇପ୍‌ କରିବ: ଦେବାଶିଷ ସାମନ୍ତରାୟ

author img

By

Published : Jan 22, 2022, 9:32 AM IST

ସରଗରମ ପଞ୍ଚାୟତ ନିର୍ବାଚନ । ଶେଷ ହେଲା ପ୍ରାର୍ଥୀ ପତ୍ର ଦାଖଲ । 3 ପ୍ରମୁଖ ଦଳ ଦାଖଲ କଲେ ପ୍ରାର୍ଥୀ ପତ୍ର । ଅଧିକ ପଢନ୍ତୁ

ଦେବାଶିଷ ସାମନ୍ତରାୟ
ଦେବାଶିଷ ସାମନ୍ତରାୟ

କଟକ: ସରଗରମ ପଞ୍ଚାୟତ ନିର୍ବାଚନ । ଶେଷ ହେଲା ପ୍ରାର୍ଥୀ ପତ୍ର ଦାଖଲ । 3 ପ୍ରମୁଖ ଦଳ ଦାଖଲ କଲେ ପ୍ରାର୍ଥୀ ପତ୍ର । ଶୁକ୍ରବାର ପ୍ରାର୍ଥୀ ପତ୍ର ଦାଖଲ ଶେଷ ହେବାପରେ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ବଡ ଦମ୍ଭୋକ୍ତି ଦେଖାଇଛନ୍ତି । କଟକ ଜିଲ୍ଲାରେ ଜିଲ୍ଲା ପରିଷଦ ବିଜେଡି କ୍ଲିନ ସୁଇପ କରିବ । ଦଳ ସାରା ରାଜ୍ୟରେ 7 ଶହରୁ ଅଧିକ ଜିଲ୍ଲା ପରିଷଦ ଆସନ ଜିତିବ । ଦେବାଶିଷ କହିଛନ୍ତି ଦଳ ଯେଉଁ ରଣନୀତିର ନିର୍ବାଚନ ଲଢୁଛି, ସେହି ଆଧାରରେ ଦଳ ବିପୁଳ ସଫଳତା ପାଇବ । ଅନ୍ୟଦଳ ବହୁପଛରେ ପଡିବେ ।

କଟକରେ ବିଜେଡି କ୍ଲନ ସ୍ବୁଇପ କରିବ: ଦେବାଶିଷ ସାମନ୍ତରାୟ

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.