ETV Bharat / city

CM Programme in Cuttack: ମୁଖ୍ୟମନ୍ତ୍ରୀଙ୍କୁ ଜଗିବେ 15 ପ୍ଲାଟୁନ, ବବି ଦାସ କଲେ ସମୀକ୍ଷା

ଆସନ୍ତାକାଲି କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ ହେଲଥ କାର୍ଡ (BSKY Smart Health Card) ବଣ୍ଟନ କରିବେ । ପ୍ରସ୍ତୁତି ପ୍ରକ୍ରିୟାର ସ୍ଥିତି ପରଖିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସ । ଅଧିକ ପଢନ୍ତୁ

author img

By

Published : Dec 12, 2021, 7:41 PM IST

CM Programme in Cuttack: ମୁଖ୍ୟମନ୍ତ୍ରୀଙ୍କୁ ଜଗିବେ 15 ପ୍ଲାଟୁନ, ବବି ଦାସ କଲେ ସମୀକ୍ଷା
CM Programme in Cuttack: ମୁଖ୍ୟମନ୍ତ୍ରୀଙ୍କୁ ଜଗିବେ 15 ପ୍ଲାଟୁନ, ପ୍ରଣବ ପ୍ରକାଶ କଲେ ସମୀକ୍ଷା

କଟକ: କାଲି କଟକରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିବେ (BSKY Smart Health Card) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ପ୍ରସ୍ତୁତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଏହି ପ୍ରସ୍ତୁତି ପ୍ରକ୍ରିୟାର ସ୍ଥିତି ପରଖିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସ।

CM Programme in Cuttack: ମୁଖ୍ୟମନ୍ତ୍ରୀଙ୍କୁ ଜଗିବେ 15 ପ୍ଲାଟୁନ, ବବି ଦାସ କଲେ ସମୀକ୍ଷା

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ହେବାକୁ ଥିବା ଷ୍ଟେଜ ଠୁ ଆରମ୍ଭ କରି ସବୁ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମା କରିଛନ୍ତି । ଏହା ସହ କଟକ ଜିଲ୍ଲାପାଳ, କମିଶନର ଓ ଜିଲ୍ଲା ବିଜେଡି ସଭାପତିଙ୍କ ସହ ଆଲୋଚନା କରିଛନ୍ତି ପ୍ରଣବ ପ୍ରକାଶ ଦାଶ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଜିଲ୍ଲାରେ 200 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ବାରବାଟୀ ଦୁର୍ଗ ସମ୍ମୁଖ ଉପର ପଡିଆରେ ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

BJD Joining Programme: ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ପୂର୍ବରୁ ବିଜେଡିରେ ମିଶିଲେ କଂଗ୍ରେସ କର୍ମୀ

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟି କୋଣରୁ କମିଶନରେଟ ପୋଲିସ ପକ୍ଷରୁ 15 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। କାର୍ଯ୍ୟକ୍ରମସ୍ଥଳ ଏବଂ ସହରର ବିଭିନ୍ନ ଟ୍ରାଫିକ ଛକ ଓ ହେଲି ପ୍ୟାଡ଼ ନିକଟରେ ମୁତୟନ ରହିବେ ସମସ୍ତ ପୋଲିସ ଅଫିସର ରହିବେ ବୋଲି କଟକ ଡିସିପି କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.