ETV Bharat / city

ସାରୁଅ ଜମି କେଳେଙ୍କାରୀ ମାମଲା, ଗଣମାଧ୍ୟମ ସଂସ୍ଥା ଏମଡିଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ - ଗଣମାଧ୍ୟମ ସଂସ୍ଥାର ଏମଡିଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ

ସାରୁଅ ଜମି ଘୋଟାଲା ମାମଲାରେ ଗଣମାଧ୍ୟମ ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକାଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ। ଅଧିକ ପଢ଼ନ୍ତୁ...

ସାରୁଅ ଜମି କେଳେଙ୍କାରୀ ମାମଲା, ଗଣମାଧ୍ୟମ ସଂସ୍ଥାର ଏମଡିଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ

author img

By

Published : Oct 16, 2020, 5:14 PM IST

Updated : Oct 16, 2020, 9:37 PM IST

କଟକ: ସାରୁଅ ଜମି କେଳେଙ୍କାରୀ ମାମଲାରେ ଘରୋଇ ଗଣମାଧ୍ୟମ ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକାଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ। ପରିଚାଳନା ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡାଙ୍କୁ ଆସନ୍ତାକାଲି (ଶନିବାର) ଦିନ 11 ସୁଦ୍ଧା ହାଜର ହେବାକୁ ନୋଟିସ ଜାରି କରିଛି କ୍ରାଇମବ୍ରାଞ୍ଚ।

ସାରୁଅ ଜମି କେଳେଙ୍କାରୀ ମାମଲା, ଗଣମାଧ୍ୟମ ସଂସ୍ଥା ଏମଡିଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ

ସାରୁଅ ଜମି ଘୋଟାଲା ମାମଲାକୁ ନେଇ କ୍ରାଇମବ୍ରାଞ୍ଚକୁ ରାଜସ୍ବ ବିଭାଗ ଚିଠି ଲେଖିଥିଲା। ଏହାପରେ ଜାଗି ମଙ୍ଗତ ପଣ୍ଡାଙ୍କୁ ନୋଟିସ କରିଛି କ୍ରାଇମବ୍ରାଞ୍ଚ। ଗୁରୁବାର ଏହି ମାମଲାରେ ଘରୋଇ ଗଣମାଧ୍ୟମ ସଂସ୍ଥା ସାରୁଅରେ ନିର୍ମାଣ କରିଥିବା ପାଚେରୀକୁ ଭାଙ୍ଗିଥିଲା ପ୍ରଶାସନ। ପ୍ରାକୃତିକ ଜଳ ସ୍ରୋତକୁ ମୁକ୍ତ କରିବା ଉଦ୍ଦେଶ୍ୟରେ ଏହି ପାଚେରୀ ଭଙ୍ଗା ଯାଇଥିବା ନେଇ ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଥିଲେ।

ସାରୁଅ ଜମି କେଳେଙ୍କାରୀ ମାମଲା, ଗଣମାଧ୍ୟମ ସଂସ୍ଥାର ଏମଡିଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ
ସାରୁଅ ଜମି କେଳେଙ୍କାରୀ ମାମଲା, ଗଣମାଧ୍ୟମ ସଂସ୍ଥାର ଏମଡିଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ

ଗଣମାଧ୍ୟମ ସଂସ୍ଥା ବିରୋଧରେ ଜମିକୁ ବାଟ ଓଗାଳିବା, ପାଣି ନ ଛାଡିବା ଏବଂ ଗାଳିଗୁଲଜ କରିଥିବା ନେଇ ବାଘମାରୀ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ଗଣମାଧ୍ୟମ ସଂସ୍ଥା ପରିଚାଳନା ନିର୍ଦ୍ଦେଶକାଙ୍କ ସହ ତାଙ୍କ ବାପା ଓ ଭାଇଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିଲା।

କଟକରୁ ନାରାୟଣ ସାହୁ, ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 16, 2020, 9:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.