ETV Bharat / city

କଟକ ମହାନଗର ନିଗମରେ ୧୬ କୋରୋନା ପଜିଟିଭ ଚିହ୍ନଟ

ମହାନଗର ନିଗମରେ ମଙ୍ଗଳବାର ୧୬ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ୫ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ୨ ଜଣ ହୋମକ୍ବାରେନଟାଇନ ଓ 9 ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି । ଅଧିକ ପଢନ୍ତୁ...

covid19 update of cuttack
କଟକ ମହାନଗର ନିଗମରେ ୧୬ କୋରୋନା ପଜିଟିଭ ଚିହ୍ନଟ
author img

By

Published : Nov 25, 2020, 3:33 AM IST

କଟକ: ମହାନଗର ନିଗମରେ ମଙ୍ଗଳବାର ୧୬ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ୫ ଜଣ ଶିକ୍ଷାନୁଷ୍ଠାନ କ୍ବାରେଣ୍ଟାଇନରୁ ଚିହ୍ନଟ କରାଯାଇଥିବା ବେଳେ ୨ ଜଣ ହୋମକ୍ବାରେନଟାଇନରୁ ଚିହ୍ନଟ କରାଯାଇଛି । ୯ ଜଣ ସ୍ଥାନୀୟ ଆକ୍ରାନ୍ତ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୫ ହଜାର ୭୧୯ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୫ ହଜାର ୪୮୫ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୮୪ ଜଣଙ୍କର ମୃତୁ ଘଟିଛି । ସେହିପରି ୧୫୦ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । କଟକ ମହାନଗର ନିଗମରେ ଆଜି ଜଣଙ୍କର ମୃତୁ ଘଟିଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.