ETV Bharat / city

ଓଡିଶାରେ କୋରୋନା ସ୍ଥିତି ନିୟନ୍ତ୍ରିତ, ତଥାପି ଟଳିନି ବିପଦ: ଡାକ୍ତର ଜୟନ୍ତ ପଣ୍ଡା

author img

By

Published : Jan 1, 2021, 10:30 PM IST

ଓଡ଼ିଶାରେ କୋରୋନା ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି। ଲୋକମାନଙ୍କ ମଧ୍ୟରେ ସଚେତନତା ରହିଥିବାରୁ ଏହା ନିୟନ୍ତ୍ରଣରେ ରହିଛି।ତଥାପି ସମ୍ପୂର୍ଣ୍ଣ ବିପଦ ଟଳି ନଥିବା ଡାକ୍ତର ପଣ୍ଡା କହିଛନ୍ତି। ଅଧିକ ପଢନ୍ତୁ...

covid19 control in odisha
ଓଡିଶାରେ କୋରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି,ତଥାପି ଟଳି ନାହିଁ ବିପଦ: ଡାକ୍ତର ଜୟନ୍ତ ପଣ୍ଡା

କଟକ: କୋରୋନାକୁ ଲୋକଙ୍କ ମନରେ ଭୟ ଦୂର ହୋଇନାହିଁ। ଲଣ୍ଡନରେ କୋରୋନାର ସଂକ୍ରମଣକୁ ନେଇ ଏବେବି ଭୟଭୀତ ସମସ୍ତେ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା ।

ଓଡ଼ିଶାରେ କୋରୋନା ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି। ଲୋକମାନଙ୍କ ମଧ୍ୟରେ ସଚେତନତା ରହିଥିବାରୁ ଏହା ନିୟନ୍ତ୍ରଣରେ ରହିଛି।ତଥାପି ସମ୍ପୂର୍ଣ୍ଣ ବିପଦ ଟଳି ନଥିବା ଡାକ୍ତର ପଣ୍ଡା କହିଛନ୍ତି। ଲଣ୍ଡନର କୋରୋନା ସ୍ଥିତିକୁ ନେଇ ଚିନ୍ତା ରହିଥିବା ସେ କହିଛନ୍ତି। ଓଡ଼ିଶାରେ ଏହାର ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଥିବା କହିଛନ୍ତି। ଦିନକୁ ଦିନ ରାଜ୍ୟରେ କୋରୋନା ଚିହ୍ନଟ ଓ ଆରୋଗ୍ୟଙ୍କ ସଂଖ୍ୟ ବହୁତ କମ ରହିଛି । ଯାହା ଓଡିଶାରେ କୋରୋନାର ପ୍ରଭାବ ହ୍ରାସ ପାଇଥିବା କହିଛନ୍ତି । କୋରୋନାର ରକ୍ଷା ପାଇବା ପାଇଁ ଲୋକଙ୍କୁ କେବଳ ସଚେତନତାର ଆବଶ୍ୟକତା ରହିଛି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.