ETV Bharat / city

ରାଜରାସ୍ତାରେ କୋରୋନା ଯୋଦ୍ଧା - covid warrior

ରାଜରାସ୍ତାରେ କୋରୋନା ଯୋଦ୍ଧା । ନିଜ ହକ ପାଇଁ କରୁଛନ୍ତି ଆନ୍ଦୋଳନ । ଅଧିକ ପଢନ୍ତୁ...

covid warriors strike in cuttack
ରାଜରାସ୍ତାରେ କୋରୋନା ଯୋଦ୍ଧା
author img

By

Published : Jan 16, 2021, 5:57 PM IST

କଟକ : ମହାମାରୀ କାଳରେ ମିଳୁଥିଲା ସମ୍ମାନ । ଟିକା ଆସିଲା ପରେ ବଦଳିଗଲା ମନୋଭାବ । ଏବେ ରାଜରାସ୍ତାରେ କୋଭିଡ କେୟାର ହୋମରେ କାର୍ଯ୍ୟରତ ମହିଳା ସ୍ବାସ୍ଥ୍ୟକର୍ମୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନିଆଳି ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ । କୋରୋନା ସମୟରେ ପଞ୍ଚାୟତରେ ଆରମ୍ଭ ହୋଇଥିଲା କୋଭିଡ କେୟାର ହୋମ । ସରକାରୀ ସ୍ତରରେ ନିୟୋଜିତ ହେବା ପରେ ନିଜ ଜୀବନକୁ ବାଜି ଲଗାଇ କୋରୋନା ରୋଗୀଙ୍କ ସେବା କରୁଥିଲେ ମହିଳା ସ୍ବାସ୍ଥ୍ୟ କର୍ମୀ ।

ରାଜରାସ୍ତାରେ କୋରୋନା ଯୋଦ୍ଧା

ହେଲେ କୋରୋନା ନିୟନ୍ତ୍ରଣ ହେବା ପରେ ଏହି ସ୍ଵାସ୍ଥ୍ୟକର୍ମୀଙ୍କୁ କରାଯାଇଛି ଛଟେଇ । ଯାହା ଦ୍ବାରା ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ସେମାନଙ୍କ ପରିବାର । ତେବେ ରାଜ୍ୟ ସରକାରଙ୍କୁ ଏହି ଦିଗରେ ଦୃଷ୍ଟି ଦେବାକୁ ଆଜି ରାଜରାସ୍ତାକୁ ଓହ୍ଲାଇ ନିଜର ହକ ପାଇଁ ଆନ୍ଦୋଳନ କରିଛନ୍ତି ଅନେକ ମହିଳା ସ୍ବାସ୍ଥ୍ୟକର୍ମୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.