ETV Bharat / city

କୋରୋନା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ SCB - SCB Medical, Cuttack

କୋରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଏସସିବି ମେଡିକାଲ କଟକରେ ପ୍ରସ୍ତୁତି ଜୋରଦାର । ଅଧିକ ପଢନ୍ତୁ...

Corona patient treatment challenge
କୋରୋନା ମୁକାବିଲା ପାଇଁ ପ୍ରସ୍ତୁତ ଏସସିବି
author img

By

Published : Mar 14, 2020, 1:23 PM IST

କଟକ: ମହାମାରୀ କୋରୋନା ଭାଇରସକୁ ନେଇ ଭୟବିତ ବିଶ୍ବ । ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ପ୍ରାୟ 80ରୁ ଅଧିକ ଲୋକ ଭାରତରେ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ 2 ଜଣଙ୍କର ମୃତ୍ୟ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ

ତେବେ ଏହାକୁ ନେଇ ଚିନ୍ତାରେ ଓଡିଶା । ଏନେଇ ଗତକାଲି ସମସ୍ତ ସ୍କୁଲ କଲେଜ, ସଭା ସମିତି ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଅନ୍ୟପଟେ ଏସସିବିରେ ଚିକିତ୍ସା ହେଉଥିବା ସମସ୍ତ 9 କୋରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ ଆସିଛି । ତେବେ ବର୍ତ୍ତମାନ ସୁଧା ଏସସିବି ଆହୁରି ପ୍ରସ୍ତୁତ ହେଉଛି ।

ବିଶ୍ବ ମହାମାରୀ ଘୋଷଣା ହେବାପରେ ଏସସିବିରେ ପ୍ରସ୍ତୁତି ପ୍ରକ୍ରିୟା ତ୍ୱରାନିତ କରାଯାଇଛି । ଆବଶ୍ୟକ ସ୍ଥଳେ ଅଧିକ ବେଡ୍‌ର ମଧ୍ୟ ବ୍ୟବସ୍ଥା କରାଯାଇଛି । ଶୁଣନ୍ତୁ ଏସସିବିରେ କୋରୋନା ପ୍ରସ୍ତୁତି ନେଇ କଣ କହୁଛନ୍ତି ଏସସିବିର ଜରୁରୀକାଳୀନ ଅଧିକାରୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.