ETV Bharat / city

ନୂଆ କ୍ରୀଡା ନୀତିକୁ ନେଇ ତେଜୁଛି ବିବାଦ, ଅନ୍ଧାରରେ କ୍ରୀଡାବିତଙ୍କ ଭବିଷ୍ୟତ ! - ନୂଆ କ୍ରୀଡା ନୀତି

16 ଟି ଜିଲ୍ଲାରେ ଥିବା କ୍ରୀଡା ଛତ୍ରବସର ପୁନ ଗଠନ କରି ସେଠାରେ ଅତ୍ୟାଧୁନିକ ପ୍ରରୀକ୍ଷଣ ବ୍ୟବସ୍ଥା ଓ ସବୁ କିଛି ଉପଲବ୍ଧ ରହିବ । ହେଲେ ଏହାରି ଭିତରେ ଗୋଟିଏ କେଁ ସମ୍ନାକୁ ଆସିଛି ।

ନୂଆ କ୍ରୀଡା ନୀତିକୁ ନେଇ ତେଜୁଛି ବିବାଦ, ଅନ୍ଧାରରେ କ୍ରୀଡାବିତଙ୍କ ଭବିଷ୍ୟତ !

author img

By

Published : Aug 16, 2020, 8:30 PM IST

କଟକ: ରାଜ୍ୟ ସରକାର କ୍ରୀଡାକୁ ନେଇ ଦେଖୁଛନ୍ତି ଅନେକ ସ୍ୱପ୍ନ । ଏମିତିକି ଓଡିଶାକୁ କ୍ରୀଡାର ହବ ବୋଲି ମଧ୍ୟ କୁହାଯାଉଛି । କାରଣ ହକି ବିଶ୍ବକପ ପରେ ରାଜ୍ୟକୁ କ୍ରୀଡ଼ା ଦିଗରେ ଏକ ସ୍ବତନ୍ତ୍ର ସ୍ଥାନ ମିଳିଛି । ହେଲେ ଏହାରି ଭିତରେ ରାଜ୍ୟ ସରକାର ଆଣିଛନ୍ତି ନୂଆ ଯୋଜନା । 16 ଟି ଜିଲ୍ଲାରେ ଥିବା କ୍ରୀଡା ଛତ୍ରବସର ପୁନ ଗଠନ କରି ସେଠାରେ ଅତ୍ୟାଧୁନିକ ପ୍ରରୀକ୍ଷଣ ବ୍ୟବସ୍ଥା ଓ ସବୁ କିଛି ଉପଲବ୍ଧ ରହିବ । ହେଲେ ଏହାରି ଭିତରେ ଗୋଟିଏ କେଁ ସମ୍ନାକୁ ଆସିଛି ।

ନୂଆ କ୍ରୀଡା ନୀତିକୁ ନେଇ ତେଜୁଛି ବିବାଦ, ଅନ୍ଧାରରେ କ୍ରୀଡାବିତଙ୍କ ଭବିଷ୍ୟତ !

ତାହା ହେଉଛି 18 ବର୍ଷରୁ ଉର୍ଧ୍ଵ ଖେଳାଳି ହଷ୍ଟେଲରେ ରହି ପାରିବେନି । ତେବେ କୋରୋନା ମହାମାରୀ ବେଳେ ପ୍ରଭାବିତ ହୋଇଥିବା କ୍ରୀଡା ଜଗତରେ ଯଦି ଖେଳାଳିଙ୍କୁ ଏପରି କରାଯିବ, ତେବେ ତାଙ୍କ ଭବିଷ୍ୟ ଅନ୍ଧାର ସଦୃଶ ।

ଅନ୍ୟପଟେ କ୍ରୀଡା ସଙ୍ଘ ଏହି ଗୁରୁତ୍ତ୍ବପୂର୍ଣ୍ଣ ମାମଲାରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅଗବତ କରାଇଛି । ହେଲେ ଏହି ନିଷ୍ପତି ଯଦି ବଳବତ୍ତର ରୁହେ ତେବେ ଅନେକ ଖେଳାଳି ସେମାନଙ୍କ ପ୍ରତିଭା ହରାଇବେ । ତେବେ ଏହି ଦିଗ ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ନିହାତି ଆବଶ୍ୟକ ବୋଲି କହିଛନ୍ତି ସଂଘ ସମ୍ପାଦକ ।

ତେବେ ସମୟ ଥାଉ ଥାଉ ସରକାର ଆଉ ଥରେ ଏହି ସଂକ୍ରାନ୍ତରରେ ବିଚାର କରିବା ନିତ୍ୟନ୍ତ ଆବଶ୍ୟକ ବୋଲି ଦାବି କରିଛି ଓଡିଶା କ୍ରୀଡା ସଂଘ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.