ETV Bharat / city

ବିଦ୍ୟୁତ ଶୁଳ୍କ ବୃଦ୍ଧି ନେଇ କଂଗ୍ରେସର ପ୍ରତିବାଦ - କଂଗ୍ରେସର ପ୍ରତିବାଦ

ବିଦ୍ୟୁତ ଶୁଳ୍କ ବୃଦ୍ଧି ନେଇ କଂଗ୍ରେସର ପ୍ରତିବାଦ । କଟକ ନଗର କଂଗ୍ରେସ ପକ୍ଷରୁ ରାଣୀହାଟ ନିକଟରେ ଥିବା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଆଗରେ ଏହି ପ୍ରତିବାଦ କରାଯାଇଛି। ଅଧିକ ପଢନ୍ତୁ...

Congress protest againest of electricity bill hike
ବିଦ୍ୟୁତ ଦର ବୃଦ୍ଧି ନେଇ କଂଗ୍ରେସର ପ୍ରତିବାଦ
author img

By

Published : Sep 29, 2020, 2:09 PM IST

କଟକ: ବିଦ୍ୟୁତ ଶୁଳ୍କ ବୃଦ୍ଧି ନେଇ କଂଗ୍ରେସର ପ୍ରତିବାଦ । କଟକ ନଗର କଂଗ୍ରେସ ପକ୍ଷରୁ ରାଣୀହାଟ ନିକଟରେ ଥିବା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଆଗରେ ଏହି ପ୍ରତିବାଦ କରାଯାଇଛି। ଶତାଧିକ କଂଗ୍ରେସ କର୍ମୀମାନେ ଏହି ପ୍ରତିବାଦରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିପକ୍ଷରେ ନାରବାଜି ଦେଇଥିଲେ। କୋରୋନା ସମୟରେ ସମସ୍ତେ ପ୍ରଭାବିତ ହୋଇଥିଲା ବେଳେ ବିଦ୍ୟୁତ ଦର ୟୁନିଟ ପିଛା ୨୦ ପଇସା ବୃଦ୍ଧି ଆହୁରି ପ୍ରଭାବ ପକାଇବ ବୋଲି କଂଗ୍ରେସ କହିଛି।

ବିଦ୍ୟୁତ ଦର ବୃଦ୍ଧି ନେଇ କଂଗ୍ରେସର ପ୍ରତିବାଦ

ତେବେ ଦର ବୃଦ୍ଧି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ କଂଗ୍ରେସ ଦାବି କରିଛି। ୭ ଦିନ ମଧ୍ୟରେ ଏହି ନିଷ୍ପତି ପ୍ରତ୍ୟାହାର କରାନଗଲେ ଆନ୍ଦୋଳନକୁ ରାଜ୍ୟବ୍ୟାପୀ କରାଯିବ ବୋଲି ଚେତାବନୀ ଦେଇଛି କଂଗ୍ରେସ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.